www.samajalive.in
Monday, December 15, 2025
17.1 C
Bhubaneswar

ମହାକାଶରେ ଫଳୁଛି ମିଠାଲଙ୍କା-ୟୁଜିଓ ୱାନ୍’

ପ୍ରଥମକରି ୧୯୮୭ରେ ଚୀନ୍‌‌ ମହାକାଶ ଷ୍ଟେସନ୍‌ରେ ଚାଷ ଆରମ୍ଭ କଲା। ଆରମ୍ଭ ଦିନରେ ଯେତେ ଚେଷ୍ଟା କରିବା ସତ୍ତ୍ବେ ଗବେଷକମାନେ ସଫଳ ହୋଇପାରିନଥିଲେ। ଶେଷରେ ୧୯୯୦ରେ ମିଠା ଲଙ୍କା ‘ୟୁଜିଓ-ୱାନ୍’ ମହାକାଶରେ ଫଳିବା ପରେ ଗବେଷକଙ୍କ ମନରେ ଆଶା ସଞ୍ଚାରିତ ହେଲା।

ଭିନ୍ନ ଜଳବାୟୁ ଓ ମାଇକ୍ରୋଗ୍ରାଭିଟିରେ ଏହି ଚାଷରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଗବେଷକ ମୁଖ୍ୟ ଲିଉ କହିଛନ୍ତି ଯେଉଁ ଭଳି ଗତିରେ ପୃଥିବୀବାସୀ ଅଗ୍ରଗତି କରୁଛନ୍ତି, ଆଉ ବର୍ଷ କେଇଟାରେ ମହାକାଶରେ ମଧ୍ୟ ଘରଦ୍ବାର କରି ଲୋକ ରହିବେ।

- Advertisement -

ମହାକାଶବାସିନ୍ଦାଙ୍କ ପାଇଁ ଖାଦ୍ୟପାନୀୟ କ’ଣ ସବୁବେଳେ ପୃଥିବୀପୃଷ୍ଠରୁ ଯିବ। ଏହି ସମସ୍ୟାର ସମାଧାନ କରିବାକୁ ଯାଇ ମହାକାଶରେ ଚାଷ ଆରମ୍ଭ ହୋଇଛି। ଅନ୍ତତଃ ମହାକାଶରେ ଜନବସତି ଆରମ୍ଭ ବେଳକୁ ଯେମିତି ଖାଦ୍ୟ ଏକ ମୁଖ୍ୟ ସମସ୍ୟା ଭାବେ ଛିଡ଼ା ନ ହୁଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories