www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ୟାଣ୍ଟରେ ତିନୋଟି ଅଜଗର ସାପ ଚୋରା ଚାଲାଣ ବେଳେ ଧରାପଡିଲେ ବ୍ୟକ୍ତି

ନ୍ୟୁୟର୍କ – ଆମେରିକା ଏବଂ କାନାଡା ସୀମାରେ ପ୍ୟାଣ୍ଟ ଭିତରେ ତିନୋଟି ଅଜଗର ସାପ ଚୋରା ଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣଙ୍କ ତିନୋଟି ବର୍ମିଜ୍‌ ପାଇଥନ୍‌ ବା ବର୍ମାରେ ଦେଖାଯାଉଥିବା ହଳଦିଆ ରଙ୍ଗର ଅଜଗର ସାପକୁ ଚୋରା ଚାଲାଣ କରୁଥିଲେ । ସାପ ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କର ନାମ କେଲଭିନ୍‌ ବୈତିସ୍ତା । ୨୦୧୮ ମସିହାରୁ ସେ ଏହି ତିନୋଟି ସାପକୁ ଉତ୍ତର ନ୍ୟୁୟର୍କରୁ ଆଣିଥିଲେ ।

ଆମେରିକାର ଏହି ସାପକୁ ପୋଷା ଜୀବ ରୂପେ ରଖିବା ନିଷେଧ କରାଯାଇଛି । ଲୋକଙ୍କ ପାଇଁ ଏହା ବିପଦଜନକ ହୋଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷତଃ ଛୋଟ ପିଲା ଏବଂ ଗୃହପାଳିତ ପଶୁ କୁକୁର ଏବଂ ବିଲେଇଙ୍କୁ ଏମାନେ ଖାଇ ଦେଉଥିବାରୁ ବର୍ମିଜ୍‌ ପାଇଥନ୍‌କୁ ଘରେ ରଖିବା ପାଇଁ ବାରଣ କରାଯାଇଛି ।

- Advertisement -

ତଥାପି କିଛି ଲୋକ ଏହି ସାପକୁ ଚୋରାରେ ନିଜ ଘରେ ରଖୁଛନ୍ତି ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories