www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୭ଟା-ମୁଖ୍ୟ ଖବର

ମମତାଙ୍କ ନାଟକ : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇ ଅଧଘଣ୍ଟା ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

–ଓଡ଼ିଶାକୁ ୫୦୦କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

–ବାତ୍ୟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା
–ବାତ୍ୟାରେ ଗୁରୁତର ଆହତଙ୍କ ଲାଗି ୫୦ହଜାର ଟଙ୍କାର ସହାୟତା ଘୋଷଣା
–କ୍ଷୟକ୍ଷତି ଆକଳନ ଲାଗି ଆସିବ କେନ୍ଦ୍ରୀୟ ଟିମ। ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟକୁ ଆସିବ ଆନ୍ତଃମନ୍ତ୍ରାଳୟ ଟିମ

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

–ବାତ୍ୟା ‘ୟଶ୍‍’ର ମୁକାବିଲା ଲାଗି ଓଡ଼ିଶାକୁ ୫୦୦ କୋଟି ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ : ଧର୍ମେନ୍ଦ୍ର ପ୍ରଧାନ

–ବାତ୍ୟା ଲାଗି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା : ପରବର୍ତ୍ତୀ ଶୁଣାଣି ୩୧ରେ

କରୋନାରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ଵ ଜିଲା ପ୍ରଶାସନ ନେଉ: ସୁପ୍ରିମକୋର୍ଟ

– ଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ, ଘୋଷଣା କଲେ କେଜ୍ରିୱାଲ

– ୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି

– ବଡ଼ ସଫଳତା: କରୋନା ଭୂତାଣୁର ପ୍ରମୁଖ ପ୍ରୋଟିନ ସରଞ୍ଚନାର ଏକ ଅଂଶକୁ ଖୋଜି ବାହାର କଲେ ଭାରତୀୟ ଗବେଷକ

– ତ୍ରିରଙ୍ଗାର ଅପମାନ କରିଛନ୍ତି କେଜ୍ରିୱାଲ: ପ୍ରହଲ୍ଲାଦ ପଟେଲ

– ଚୋକ୍‌ସୀଙ୍କୁ ନିର୍ଯାତନା ଦେବା ପରେ ଆଣ୍ଟିଗୁଆରୁ ଡୋମିନିକା ଅପହରଣ କରାଯାଇଥିଲା

– ଦେଶରେ ୨ଲକ୍ଷ ତଳକୁ ପୁଣି ଖସିଲା ଦୈନିକ ସଂକ୍ରମଣ ; ୨୪ ଘଣ୍ଟାରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ ସଂକ୍ରମିତ ଚିହ୍ନଟ 

– ଦେଶରେ ଆଉ ୨ ଲକ୍ଷ ୫୯ ହଜାର ୪୫୯ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨କୋଟି ୪୮ ଲକ୍ଷ ୯୩ ହଜାର ୪୧୦, ଆରୋଗ୍ୟ ହାର ୯୦.୩୪% କୁ ବୃଦ୍ଧି

– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩୬୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫

– ଅଲୀଗଡ଼ରେ ବିଷାକ୍ତ ମଦ ପିଇ ୭ ମୃତ, ୨୦ରୁ ଅଧିକ ଗୁରୁତର

– ଗୋଟିଏ ହେଲେ ଟିକା ୧୦୦% ସୁରକ୍ଷା ଦେଇପାରିବ ନାହିଁ, ବୁଷ୍ଟର ଆବଶ୍ୟକତା ଉପରେ ଚାଲିଛି ଅନୁଧ୍ୟାନ

– ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି, ଗଠନ କଲେ ୧୩ ସଦସ୍ୟ ବିଶିଷ୍ଟ ମଣ୍ଡଳୀ

–ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା

–କରୋନା ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ପ୍ରକ୍ରିୟା ଗୋଟିଏ ସପ୍ତାହ ଘୁଞ୍ଚାଇଲେ ରାଜ୍ୟ ସରକାର

–ଆଜି ଶେଷ ହେବାକୁ ଥିବା ପ୍ରକ୍ରିୟା ଜୁନ ୪ ପର୍ଯ୍ୟନ୍ତ ଘୁଞ୍ଚିଲା। ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିଛନ୍ତି ସରକାର

– ରାଜ୍ୟର ୩ ଜିଲାରେ ନୂଆ କୋଭିଡ ହସ୍ପିଟାଲ : ସ୍ୱାସ୍ଥ୍ୟମନ୍ତ୍ରୀ

– ରାଜ୍ୟରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୭୨୧୬ ଚିହ୍ନଟ; କଟକରୁ ସର୍ବାଧିକ ୧୦୯୧

– ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୩୩ ସଂକ୍ରମିତ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories