nua o banner

ବିନିକାରେ ୨୪ ଟିକିଆ ହାତୀପଲ ; ଶହ ଶହ ଏକର ପରିବା ଚାଷ ନଷ୍ଟ

BJD Bijuli 480×75 Mob

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ଶନିବାର ଜଣାପଡ଼ିଛି। ସିନ୍ଦୁରପୁର, ଗଣେଶପୁର, ଗୁଲାପଡାରେ ଏହି ୨୪ ଟିକିଆ ହାତୀପଲ ଦଳି ଚକଟି ଶହ ଶହ ଏକର ପରିବା ଚାଷ ନଷ୍ଟ କରି ଦେଇଛନ୍ତି। ସ୍ଥାନୀୟଲୋକେ ହାତୀପଲଙ୍କ ପାଇଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖଥିବା ସୂଚନା ମିଳିଛି।

Comments are closed.