www.samajalive.in
Sunday, December 7, 2025
14.1 C
Bhubaneswar

ହାତୀ ଭାଙ୍ଗିଲା ବିଦ୍ୟାଳୟ ପାଚେରୀ 

ବେଗୁନିଆ : ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଆଦିବାସୀ ସାହି ଗ୍ରାମ ନିକଟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଚ୍ଛଳ ପରିସରରେ ଏକ ଦନ୍ତା ହାତୀ ପଶି ବିଦ୍ୟାଳୟ ପାଚେରୀ ଭାଙ୍ଗି ଦେଇଛି । ବିଦ୍ୟାଳୟ ପାଚେରୀଟି ନୂତନ ଭାବେ ନିର୍ମାଣ କରାଯାଇଥିବାବେଳେ ପାଚେରୀଟିର ୩/୪ଟି ସ୍ଥାନ ଭାଙ୍ଗି ହାତୀ ଦେଇଛି । ଫଳରେ ବିଦ୍ୟାଳୟ ପରିସର ମଧ୍ୟରେ ଗାଈ ଗୋରୁ ପଶି ଗଛ ଲତା ନଷ୍ଟ କରିବା ସହିତ ପରିବେଶ ନଷ୍ଟ କରୁଛନ୍ତି । ହାତୀ ଖାଦ୍ୟ ଖାଇବାକୁ ନପାଇ କଞ୍ଚା ଏବଂ ସିଝା ଉସୁନା ଧାନ ଖାଇବାକୁ ଗାଁ ଭିତରକୁ ପଶି ଘର ଦ୍ୱାର ନଷ୍ଟ କରିବା ସହିତ ଧନ ଜୀବନ ମଧ୍ୟ ନଷ୍ଟ କରୁଛନ୍ତି ।ହାତୀ ଗୁଡିକ ଏ ଅଞ୍ଚଳରେ ରହି ବହୁ ଧନ ଜୀବନ ନଷ୍ଟ କରୁଥିବାବେଳେ ସେମାନଙ୍କୁ ଏଠାରୁ ଘଉଡାଇବା କ୍ଷେତ୍ରରେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories