ଛତିଶଗଡ଼ର ସୁକମା ଜିଲାରେ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ.. ଆଦିବାସୀଙ୍କ ଉପରେ ମାଓବାଦୀ ସଂଗଠନ ଅତ୍ୟାଚାର କରୁଥିବା ଦର୍ଶାଇ ଆତ୍ମସମର୍ପଣ କଲେ..
ଭଗବଦ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସାମିଲ.. ଭାରତ ପାଇଁ ଗର୍ବର ବିଷୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ଖୁବଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ତଥା ରଙ୍ଗୀନ ରାସନ କାର୍ଡ.. ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ.. ଏପ୍ରିଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କରିବାକୁ ସରକାରଙ୍କ ନିର୍ଦ୍ଦେଶ..
ଟ୍ୱିନ୍ସିଟିସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା.. ଆହୁରି ୨ ଦିନ କାଳବୈଶାଖୀ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ.. ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲାକୁ ସତର୍କ ସୂଚନା ଜାରି..
ବଲିଉଡ଼ ଅଭିନେତା ସନି ଦେଓଲ ଓ ରଣଦୀପ ହୁଡ୍ଡାଙ୍କ ବିରୋଧରେ ଥାନାରେ ମାମଲା.. ନିକଟରେ ମୁକ୍ତିଲାଭ କରିଥିବା ‘ଜାଟ୍’ ଚଳଚ୍ଚିତ୍ରରେ ରଣଦୀପ ହୁଡ୍ଡା ଯୀଶୁ ଖ୍ରୀଷ୍ଟ ଏବଂ ଖ୍ରୀଷ୍ଟିଆନ୍ ଧର୍ମରେ ବ୍ୟବହୃତ ପବିତ୍ର ଜିନିଷଗୁଡ଼ିକର ଅସମ୍ମାନ କରିଥିବା ଅଭିଯୋଗରେ ପଞ୍ଜାବର ଜଲନ୍ଧର ସଦର ଥାନାରେ ଉଭୟ ଅଭିନେତାଙ୍କ ନାଁରେ ଏତଲା..



