BJD Bijuli 480×75 Mob

ଝାଉଁ ବଣରୁ ଝୁଲନ୍ତା ମୃତଦେହ ଉଦ୍ଧାର

BJD Bijuli 480×75 Mob

ଜଗତସିଂହପୁର : ଜଗତସିଂହପୁର ଜିଲା ଅନ୍ତର୍ଗତ ପାରାଦୀପ ସମୁଦ୍ର କୂଳ ଝାଉଁ ଜଙ୍ଗଲରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ନୂଆବଜାର ହରିବୋଲିଆ ମଠ ନିକଟସ୍ଥ ପ୍ରମୋଦ କାମିଲା ବୋଲି ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପାରାଦୀପ ଜଟାଧାର ମୁହାଣ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.