ମୋଦିଙ୍କ କଟକ ଗସ୍ତ ; ସାରା ସହର ଗୈରିକମୟ

0

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ଅବସରରେ ସାରା ସହର ଗୈରିକ ରଙ୍ଗ ଧାରଣ କରିଛି।  ସହରର ବିଭିନ୍ନ ସ୍ଥାନରେ ବିଜେପି ପତାକା ଏବଂ  ଛୋଟ ବଡ଼ କଟ୍ ଆଉଟ ଦେଖିବାକୁ ମିଳୁଛି। ଦିନ ୧୦ଟାରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ବିଭିନ୍ନ ଛକ ଜାଗାମାନରୁ ଦଳୀୟ ନେତାମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାଲିଯାତ୍ରା ପଡିଆ ଅଭିମୁଖେ ବାହାରିଛନ୍ତି। ସମସ୍ତେ ମୋଦିଙ୍କ ଆଗମନକୁ ଉତ୍କଣ୍ଠାର ସହିତ ପ୍ରତୀକ୍ଷା କରି ରହିଛନ୍ତି।

Leave A Reply