ରାଜ୍ୟରେ ଚାଲିବ ସ୍ଥିର ସରକାର, ମୋଦୀ ଅଛନ୍ତି ତ ସବୁକିଛି ସମ୍ଭବ : ଫଡ୍ନଭୀସ
ମୁମ୍ବଇ : ଶେଷରେ ମହାରାଷ୍ଟ୍ର ରାଜନୀତି ନାଟକୀୟ ମୋଡ ନେଇ ଶନିବାର ସକାଳେ ଦେବେନ୍ଦ୍ର ଫଡ୍ନଭୀସ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଫଡ୍ନଭୀସ ମୁମ୍ବଇ ସ୍ଥିତ ବିଜେପି କାର୍ୟ୍ୟାଳୟରେ ପହଞ୍ଚିବାପରେ ବିଜେପି କାର୍ୟ୍ୟକର୍ତ୍ତାମାନେ ତାଙ୍କୁ ଜୋରଦାର ସ୍ଵାଗତ କରିଥିଲେ। ଏହି ଅବସରରେ ଫଡ୍ନଭୀସ କହିଛନ୍ତି ଯେ, ଅମେ ମହାରାଷ୍ଟ୍ରକୁ ଏକ ସ୍ଥିର ସରକାର ଦେବୁ। ମୋଦୀ ଅଛନ୍ତି ତ ସବୁକିଛି ସମ୍ଭବ(ମୋଦୀ ହୈ ତୋ ମୁମକିନ ହେ)।
Comments are closed.