ନିମାପଡା ଥାନା ଆଇଆଇସି ସସପେଣ୍ଡ

0

ନିମାପଡା : ଥାନାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ପୁରୀ ଜିଲ୍ଲା ନିମାପଡା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ସସପେଣ୍ଡ କରାଯାଇଛି। କରାଯାଇଛି । ପୁଲିସ ଡିଜି ଡ଼କ୍ଟର ଆର.ପି ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଶୁକ୍ରବାର ସସପେଣ୍ଡ୍ କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶାଶୁ ବୋହୂଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆଳରେ ୭୫ ବର୍ଷ ବୟଷ୍କା ଶାଶୁଙ୍କୁ ଅମାନୁସିକ ଭାବେ ପିଟିବା କାରଣରୁ ତାଙ୍କୁ ସସପେଣ୍ଡ୍ କରାଯାଇଛି।

Leave A Reply