www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ବକପ୍‌ କ୍ରିକେଟ୍‌: ଭାରତ ଆଗରେ ୨୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଆଫ୍‌ଗାନିସ୍ତାନ.. ଯଶପ୍ରୀତ ବୁମରା ନେଲେ ୪ ୱିକେଟ୍‌..

ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ୍‌ ଗ୍ରହଣ ତାରିଖ ବଦଳିଲା.. ନଭେମ୍ବର୨୩ ନୁହେଁ, ନଭେମ୍ବର ୨୫ରେ ରାଜସ୍ଥାନ ଭୋଟ୍‌..

- Advertisement -

୨୧ରେ ‘ଗଗନଯାନ’ର ଟିଭି-ଡି୧ ଉତ୍‌କ୍ଷେପଣ.. ‘ବ୍ୟୋମମିତ୍ର’ ସହ ପରୀକ୍ଷଣ ଯାନର ମହାକାଶ ଉଡାଣ..

ପିଏଫଆଇର ବିଭିନ୍ନ ସ୍ଥାନରେ ଏନଆଇଏ ଚଢଉ.. ଦିଲ୍ଲୀ, ମହରାଷ୍ଟ୍ର, ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟର ୬ଟି ସ୍ଥାନରେ ଏନଆଇଏ ଚଢଉ..

ବାରିପଦା : ଚାକିରି ଫେରି ପାଇଲେ ବ୍ୟାଙ୍କମିତ୍ର ଭାରତୀ  ସିଂହ ..

ଭୁବନେଶ୍ୱର : ବିଲେଇକୁ ବଞ୍ଚାଇବା ପାଇଁ କୂଅକୁ ଡେଇଁ ସାନ ଭାଇ ମୃତ.. ବଡ ସହ ଆଉ ଜଣେ ଭାଇକୁ କୂଅରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ..

ଯାଜପୁର : ଗାଧୋଇବା ବେଳେ ନଦୀରେ ବୁଡି ୨ ଯୁବକ ମୃତ..

ପଠାନକୋଟ୍‌‌ ଆକ୍ରମଣର ମାଷ୍ଟରମାଇଣ୍ଡକୁ ପାକିସ୍ତାନରେ ଗୁଳି କରି ହତ୍ୟା..

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ.. ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories