www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନୂଆବର୍ଷଠାରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ.. ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି..

ମହାରାଷ୍ଟ୍ର : ମହମବତୀ କାରଖାନାରେ ଅଗ୍ନିକାଣ୍ଡ.. ୬ ଜୀବନ୍ତ ଦଗ୍ଧ..

- Advertisement -

ଗମ୍ଭୀରଙ୍କୁ କଟାକ୍ଷ କରିବା ପରେ ଶ୍ରୀଶାନ୍ତଙ୍କୁ ନୋଟିସ..

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଡୁହୋମା..

ଦଳ ମହୁଆଙ୍କ ପଛରେ ରହିଛି : ମମତା ବାନାର୍ଜୀ..

ଲୋକସଭାରୁ ଟିଏମ୍‌ସି ସାଂସଦ ମହୁଆ ମୈତ୍ର ବହିଷ୍କୃତ.. ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ବହିଷ୍କୃତ ହେଲେ ମହୁଆ ମୈତ୍ର.. ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବହିଷ୍କୃତ..

ଦେବଗଡ : ବିଲରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର.. ବାରକୋଟ ଥାନା ଦଣ୍ଡାସିଂହା ଗାଁ ନିକଟ ବିଲରୁ ଉଦ୍ଧାର.. ମୃତକ ଜଣେ ବେସରକାରୀ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ..

କଟକ ତାରାଚାନ୍ଦ ପାଟଣା ପିଠାପୁରରେ ଅଘଟଣ.. ଗ୍ୟାସ୍‌‌ ଲିକ୍‌‌ରୁ ନିଆଁ, ୩ ଆହତ..

ମଦ ବ୍ୟବସାୟୀଙ୍କ ଘରେ ଆୟକର ଟିମ୍‌‌ର ଚଢାଉ ଜାରି..

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆହତ.. ସ୍ନାନାଗାରରେ ପଡି ଆହତ ହୋଇଥିବା ସୂଚନା..

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ.. ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ.. ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁଥିଲେ ଯୁବକ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories