ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୋଟ୍‍ କ୍ଷତି ୧୩,୪୧୭କୋଟି

0

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କ୍ରମାଗତ ଦୁର୍ନୀତି ବ୍ୟାଙ୍କକୁ ବର୍ଷର ୪ର୍ଥ ତ୍ରୀମାସିକ ପର୍ଯ୍ୟାୟରେ ୧୩,୪୧୭କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ବ୍ୟାଙ୍କକୁ ଏଭଳି କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଉକ୍ତ ବ୍ୟାଙ୍କ ୨୬୧.୯୦କୋଟି ଟଙ୍କା ଲାଭ କରିଥିବାବେଳେ ଚଳିତ ବର୍ଷ ବ୍ୟାଙ୍କକୁ ଏଭଳି ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଚଳିତ ବର୍ଷ ବ୍ୟାଙ୍କ ୧୮.୩୮ ପ୍ରତିଶତ ଋଣ ପୈଠ କରି ନଥିବା ଖାତା ବୃଦ୍ଧି ପାଇଥିବାବେଳେ ଗତ ବର୍ଷ ଏହା କେବଳ ୧୨.୫୩ପ୍ରତିଶତ ଥିଲା।

Leave A Reply