nua o banner

ହାତୀ ଆକ୍ରମଣରେ ଯୁବ ଭିଡିଓ ସାମ୍ବାଦିକ ମୃତ

BJD Bijuli 480×75 Mob

ଡେସ୍କ: କେରଳର ମାତୃଭୂମି ଟିଭି ନ୍ୟୁଜ୍ ଚ୍ୟାନେଲର ଯୁବ ଭିଡିଓ ସାମ୍ବାଦିକ ଏଭି ମୁକେଶଙ୍କର ଆଜି ସକାଳେ ପାଲକ୍କଡ ଜିଲ୍ଲାର ମାଲମ୍ପୁଜା-କାଞ୍ଜିକୋଡେ ଅଞ୍ଚଳରେ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ନଦୀ ପାର ହେବାକୁ ଚେଷ୍ଟା କରୁଥିବା ଜଙ୍ଗଲୀ ହାତୀ ପଲର ଦୃଶ୍ୟ ନେବାକୁ ଚେଷ୍ଟା କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଥିବା ଅନ୍ୟ ଦୁଇ ଜଣ ରକ୍ଷା ପାଇଯାଇଥିବା ଜଣାପଡିଛି।

ରେଡକ୍ରସ ଓ ଜୀବନଯୁଦ୍ଧ – ଆଜି ବିଶ୍ୱ ରେଡ଼କ୍ରସ ଦିବସ

Comments are closed.