ରେଡକ୍ରସ ଓ ଜୀବନଯୁଦ୍ଧ – ଆଜି ବିଶ୍ୱ ରେଡ଼କ୍ରସ ଦିବସ
(ଡ. ଆଦିତ୍ୟ ମିଶ୍ର): ଯୁଦ୍ଧ ଭୂଇଁର ବିଭୀଷିକା ମଧ୍ୟରେ କେତେକ କାଳଜୟୀ ଘଟଣା, ସଂଗଠନ ଓ ବ୍ୟକ୍ତି ସୃଷ୍ଟି ହୋଇଥାନ୍ତି ଯେଉଁମାନେ ମାନବ ଜାତିର ଭାଗ୍ୟ ବଦଳାଇ ଦେଇଥାନ୍ତି। କୁରୁକ୍ଷେତ୍ର ଯୁଦ୍ଧଭୂଇଁରେ ସୃଷ୍ଟି ଭଗବଦ୍ ଗୀତା; କଳିଙ୍ଗ ଯୁଦ୍ଧ ଭୂଇଁରେ ଏକ କ୍ରୂର ଶାସକର ହୃଦୟ ପରିବର୍ତ୍ତନ- ଚଣ୍ଡାଶୋକର ରୂପାନ୍ତରଣରେ ଧର୍ମାଶୋକ ସୃଷ୍ଟି; ଦ୍ୱିତୀୟ ବିଶ୍ବଯୁଦ୍ଧ ପରମାଣୁ ବୋମାର ଧ୍ବଂସଲୀଳା ଭୟରୁ ସୃଷ୍ଟି ହୁଏ ମିଳିତ ଜାତିସଂଘ। ସେହିପରି ସଲଫେରିନୋ ଯୁଦ୍ଧ ଜନ୍ମଦେଲା ବିଶ୍ୱର ସର୍ବବୃହତ୍ ସେବା … Continue reading ରେଡକ୍ରସ ଓ ଜୀବନଯୁଦ୍ଧ – ଆଜି ବିଶ୍ୱ ରେଡ଼କ୍ରସ ଦିବସ
Copy and paste this URL into your WordPress site to embed
Copy and paste this code into your site to embed