ଗୋଷ୍ଠୀ ସଂଘର୍ଷ, ୩ ମୃତ

ଆସିକା : ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ବଡଗଡ ଥାନା ଖାରିପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଏକ ଗୋଷ୍ଠାରୀ ବାପା ଓ ପୁଅ ସହ ଅନ୍ୟଜଣଙ୍କୁ ହାଣି ହତ୍ୟା କରିଛନ୍ତି ଅନ୍ୟ ଗୋଷ୍ଠୀର ଲୋକେ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗୁଣିଗାରେଡି ସନ୍ଦେହରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ କରୁଛି ।
Comments are closed.