www.samajalive.in
Monday, December 15, 2025
24.1 C
Bhubaneswar

ଦେଖନ୍ତୁ ଭୟଭୀତ କରିବ ଦୃଶ୍ୟ; ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍‌, ଧାରଣାରେ ଶୋଇଲେ ନାବାଳକ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲୋକେ ରିଲ୍ସ କରି ନିଜ ଜୀବନକୁ ବିପଦରେ ପକାଇବାର ଅନେକ ଭିଡିଓ ବେଶ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ ସହ ଭୟଭୀତ କରିଥାଏ । ନିକଟରେ ଜଣେ ନାବାଳକଙ୍କ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ଆଶ୍ଚର୍ଯ୍ୟଚକିତ କରିଛି । ନାବାଳକ ଜଣକ ଏଠାରେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରିଛନ୍ତି । ଭିଡିଓରେ ନାବାଳକ ଜଣକ ଦ୍ରୁତ ଗତିରେ ଟ୍ରେନ୍‌ ଆସୁଥିବା ସମୟରେ ଧାରଣାରେ ଶୋଇ ଭିଡିଓ କରୁଥିବା ଦେଖାଯାଇଛି ।

- Advertisement -

ନାବାଳକ ଜଣକ ଟ୍ରେନଟି ଦ୍ରୁତ ଗତିରେ ଆସିବା ସମୟରେ ରେଳ ଧାରଣାରେ ଶୋଇବା ଦେଖାଯାଇଛି । ସେହି ସମୟରେ
ନାବାଳକଙ୍କ ଅନ୍ୟ ଜଣେ ବନ୍ଧୁ ଭିଡିଓ କରୁଛନ୍ତି। ଟ୍ରେନ୍‌ଟି ଯିବା ପରେ ନାବାଳକ ଜଣକ ସୁରକ୍ଷିତ ଧାରଣାରୁ ଉଠି ଠିଆ ହୋଇଥିବା ଦେଖାଯାଇଛି । ଭିଡିଓଟି ଓଡିଶାର ବୌଦ୍ଧ ଜିଲାର ବୋଲି ଜଣାପଡିଛି। କିଛି ଦିନ ପୂର୍ବରୁ ହିଁଏହି ସ୍ଥାନରେ ଟ୍ରେନ୍‌ ସେବା ଆରମ୍ଭ କରାଯାଇଛି। ଭିଡିଓ ଦେଖିବା ପରେ ଲୋକେ ଚିନ୍ତା ପ୍ରକଟ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍‌ ମିଳିବ ବଡ ଖୁସି,ସଫଳତା..

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories