ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍ ମିଳିବ ବଡ ଖୁସି,ସଫଳତା..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୯ ଜୁଲାଇରେ ଦେବଗୁରୁ ବୃହସ୍ପତି ୧୦ଟା ୫୦ରେ ମିଥୁନ ରାଶିରେ ଉଦୟ ହେବେ । ଦେବଗୁରୁ ବୃହସ୍ପତି ସୁଖ-ସମୃଦ୍ଧି, ଜ୍ଞାନ ଓ ଆଧ୍ୟାତ୍ମିକର, ଧନର କାରକ ବୋଲି କୁହାଯାଏ । ମାନ୍ୟତା ଅନୁସାରେ ଜାତକରେ ଗୁରୁଙ୍କ ସ୍ଥିତି ମଜଭୁତ ରହିଲେ ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହ ଉନ୍ନତି ହୋଇଥାଏ । ଗୁରୁଙ୍କ ଏହି ଚଳନ ଯୋଗୁଁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ମେଷ- ଏହି … Continue reading ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍ ମିଳିବ ବଡ ଖୁସି,ସଫଳତା..
Copy and paste this URL into your WordPress site to embed
Copy and paste this code into your site to embed