ଭୁବନେଶ୍ୱର : ଧିରେ ଧିରେ ମାଡି ଆସୁଛି ବାତ୍ୟା। ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପ୍ରଭାବରେ ଆସନ୍ତା ୩ ତାରିଖ ଓ ୪ ତାରିଖ ଆନ୍ଧ୍ର ଏବଂ ଓଡିଶା ଉପକୂଳ ଦେଇ ସ୍ଥଳଭାଗ ସ୍ପର୍ଶ କରିବ। ଜୱାଦ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଲବାଇ ପକ୍ଷରୁ ପ୍ରାୟ ୯୫ ଟ୍ରେନ ବାତିଲ କରାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩ ଓ ୪ ତାରିଖରେ ଯିବାକୁ ଥିବା ମେଲ, ଏକ୍ସପ୍ରେସ ଓ ଲୋକାଲ ଟ୍ରେନ ଗୁଡିକୁ ଗନ୍ତବ୍ୟସ୍ଥଳରୁ ହିଁ ବାତିଲ କରାଯିବ। ଟ୍ରେନ ଗୁଡିକ ଯଥାକ୍ରମେ ……







