ଇତିହାସରେ ଆଜି କଅଣ ଘଟିଥିଲା

  • -ଇତିହାସରେ ଆଜି କଅଣ ଘଟିଥିଲା

  • ୧୫୮୪: ମାଦ୍ରିଦ୍‌ରେ ସାନ୍ ଲରେନ୍‌ଜୋ ଡେଲ ରାଜମହଲ ନିର୍ମାଣ କାର୍ଯ୍ୟ ଶେଷ।

  • ୧୭୪୩: ଗ୍ରେଟ୍ ବ୍ରିଟେନ୍, ଅଷ୍ଟ୍ରିଆ ଓ ସାର୍ଦିନିଆ ରାଜ୍ୟ ସମୂହ ମିଳିତ ଭାବେ ଚୁକ୍ତି ସ୍ବାକ୍ଷର କଲେ।

  • ୧୮୯୯: ଆମେରିକାରେ ପ୍ରଥମର ମଟର ଦୁର୍ଘଟଣାରେ ହେନରି ବ୍ଲିସ୍ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଲେ।

  • ୧୯୮୨: ସ୍ପେନ୍‌ ମାଲଗା ବିମାନବନ୍ଦର ଦୁର୍ଘଟଣାରେ ୫୦ଜଣ ଯାତ୍ରୀ ମୃତ।

  • ୧୯୯୬:ଲୋକସଭାରେ ଲୋକପାଳ ବିଲ୍ ଉପସ୍ଥାପିତ।

  • ୨୦୦୮: ଦିଲ୍ଲୀ ବୋମା ବିସ୍ଫୋରଣରେ ୩୦ ମୃତ, ୧୩୦ ଆହତ।

Comments are closed.