BJD Bijuli 480×75 Mob

ବଜ୍ରପାତ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣି ପାଗ କେନ୍ଦ୍ର,ରାଜ୍ୟର ବିଭିନ୍ନ ଜିଲାରେ  କାଳ ବୈଶାଖୀ ସମ୍ଭାବନା

BJD Bijuli 480×75 Mob
0

ଭୁବନେଶ୍ୱର: ଶନିବାରର ରାଜ୍ୟ ବିଭିନ୍ନ ଜିଲାରେ କାଳ ବୈଶାଖୀ ହେବାର ସମ୍ଭାବନା ଥିବା କଥା ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ  ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହ ଘଡ ଘଡି ସହ ବର୍ଷା ହୋଇ ପାରେ ।  ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୁଳ, ବରଗଡ, ସମ୍ବଲପୁର, ଦେଓଗଡ, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ରାୟଗଡା, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଓ ଗଜପତିରେ କାଳ ବୈଶାଖୀର ପ୍ରଭାବରେ ଘଡଘଡି ସହ ବର୍ଷା ହୋଇ ପାରେ ବୋଲି ପୂର୍ବାନୁମାନ କରାଯାଇଛି ।

Leave A Reply