ଆତଙ୍କବାଦୀ ଆକ୍ରମଣରେ ୧୫ ମୃତ

0

ଅବୁଜା : ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆର ମାଇଦୁଗୁରି ସହରରେ ବୋକୋ ହାରାମ ଆତଙ୍କବାଦୀଙ୍କ ଆକ୍ରମଣରେ ୧୫ ଜଣ ପ୍ରାଣ ହରାଇଥିବାବେଳେ ୬୮ ଜଣ ଆହତ ହୋଇଛନ୍ତି। ଏହି ସଂଗଠନ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ସରକାର ସେମାନଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି।

Leave A Reply