nua o banner

୧୧ରେ ପୁଣି ତାମିଲନାଡୁ ବନ୍ଦ

BSKY banner  750×100
0

ଚେନ୍ନଇ : କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ ଆଞ୍ଚଳିକ ରାଜନୈତିକ ଦଳ ପିଏମ୍‌କେ (ପଟ୍ଟାଲି ମକ୍କଲ କାଟ୍‌ଚି) ପକ୍ଷରୁ ଆସନ୍ତା ୧୧ରେ ତାମିଲନାଡୁ ବନ୍ଦ ଡାକରା ଦିଆଯାଇଛି। ଏଥିସହିତ ଏପ୍ରିଲ ୧୨ରେ ପ୍ରଧାନମନ୍ତ୍ରୀ ଚେନ୍ନଇ ଗସ୍ତରେ ଆସୁଥିବାବେଳେ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି। ପିଏମକେର ଏହି ବନ୍ଦ ଡାକରାକୁ ସମର୍ଥନ କରିବାକୁ ଡିଏମକେ ରାଜି ହୋଇଛି। କାବେରୀ ବିବାଦରେ ତାମିଲନାଡୁର ସ୍ୱାର୍ଥ ରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ ଡିଏମକେ ନେତା ଷ୍ଟାଲିନ ଆହ୍ୱାନ ଦେଇଛନ୍ତି।

Leave A Reply