BJD Bijuli 480×75 Mob
Browsing Tag

USA

ଲଦାଖରେ ଶହୀଦ ଯବାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି; କହିଲା ଆମେ ଭାରତବାସୀଙ୍କ ସାଥୀରେ ଅଛୁ

ୱାଶିଂଟନ: ଲଦାଖର ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହିତ ହୋଇଥିବା ସଂଘର୍ଷରେ ଶହୀଦ ଯବାନମାନଙ୍କ ପ୍ରତି ଆମେରିକା ଶ୍ରଦ୍ଧାଞ୍ଜଳି ଜଣାଇଛି। ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ ଚୀନ୍‌ର ବରିଷ୍ଠ କୂଟନୀତିଜ୍ଞ…
Read More...

‘୨୦୨୦ ନିର୍ବାଚନ ଜିତିବାକୁ ଚୀନର ସହାୟତା ଲୋଡ଼ିଛନ୍ତି ଟ୍ରମ୍ପ’

ୱାଶିଂଟନ: ଆମେରିକାରେ ଚଳିତବର୍ଷ ହେବାକୁ ଥିବା ନିର୍ବାଚନରେ ବିଜୟୀ ହେବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ସହାୟତା ଲୋଡ଼ିଛନ୍ତି। ଏଭଳି ବିସ୍ଫୋରକ ତଥ୍ୟ ପ୍ରକାଶ କରିଛନ୍ତି ଟ୍ରମ୍ପଙ୍କ ପୂର୍ବତନ ଜାତୀୟ…
Read More...

ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେଉ: ଆମେରିକା

ୱାଶିଂଟନ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଦୁଇ ଦେଶ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ…
Read More...

ଚୀନ ଲ୍ୟାବ୍‌ରୁ କରୋନା ଭୂତାଣୁ ବ୍ୟାପିବାର ପ୍ରମାଣ ମିଳିଛି: ଆମେରିକା

ୱାଶିଂଟନ: ଚୀନର ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଛି ବୋଲି ଆମେରିକା ଯେଉଁ ଦାବି କରିଆସୁଛି ତାହାର ପ୍ରମାଣ ମିଳିଛି ବୋଲି ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି। ତେବେ ​‌ସେ ଗଣମାଧ୍ୟମକୁ କୌଣସି ପ୍ରମାଣ…
Read More...

ଆମେରିକାରେ ୨ ବିଲେଇ କରୋନାରେ ସଂକ୍ରମିତ

ନ୍ୟୁୟର୍କ: କରୋନା ଦ୍ବାରା ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ଆମେରିକାରେ ପୋଷା ଜନ୍ତୁଙ୍କଠାରେ ଏହି ମହାମାରୀ ଭୂତାଣୁ ଦେଖିବାକୁ ମିଳିଛି। ନ୍ୟୁୟର୍କ ସହରରେ ୨ଟି ପୋଷା ବିଲେଇ କରୋନା ଦ୍ବାରା ସଂକ୍ରମିତ ହୋଇଥିବା…
Read More...

ଆମେରିକା ଉପରେ ଆକ୍ରମଣ ହୋଇଛି: ଟ୍ରମ୍ପ

ୱାଶିଂଟନ: କରୋନା ଭୂତାଣୁ କେବଳ ଏକ ଫ୍ଲୁ ନୁହେଁ। ଏହା ଆମେରିକା ଉପରେ ଆକ୍ରମଣ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହ୍ବାଇଟ ହାଉସରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମ ଉପରେ ଆକ୍ରମଣ ହୋଇଛି। ଏହା…
Read More...

ଚୀନ ବିରୋଧରେ ମାମଲା ଦାୟର କଲା ଆମେରିକା

ୱାଶିଂଟନ: କରୋନା ଭୂତାଣୁକୁ ଅଟକାଇବା ଦିଗରେ ବିଳମ୍ବରେ ପଦକ୍ଷେପ ନେଇଥିବା ଚୀନ ବିରୋଧରେ ଆମେରିକା ମାମଲା ଦାୟର କରିଛନ୍ତି। କରୋନା ଏକ ଭୟଙ୍କର ଭୂତାଣୁ ବୋଲି ବେଜିଂ ବିଳମ୍ବରେ ସୂଚନା ଦେବା ଏବଂ ଭୂତାଣୁ ସମ୍ପର୍କରେ…
Read More...

ଅମାନିଆ ଆମେରିକୀୟ ଲାଗି ପାଚେରୀ ହୋଇ ଠିଆ ହେଲେ ନର୍ସ-ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : ମହାମାରୀ କରୋନା ଆମେରିକାରେ ତାଣ୍ଡବ ରଚିଥିଲେ ମଧ୍ୟ ସ୍ଥାନୀୟ କିଛି ଲୋକ କରୋନା ବିରୋଧୀ ଅସ୍ତ୍ରକୁ ଦମନ କରିବାକୁ ଆଗେଇ ଆସିଛନ୍ତି;  କିନ୍ତୁ ଏଥିରେ ବାଧା ଦେଇଛନ୍ତି ସ୍ଥାନୀୟ ନର୍ସ। ଆମେରିକାରେ…
Read More...

ଆମେରିକାରେ ୪୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୭ଲକ୍ଷ ୫୯ ହଜାର ଆକ୍ରାନ୍ତ

ୱାଶିଂଟନ: ଆମେରିକାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ କରୋନା ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି। ଜନ୍ସ ହପକିନ୍‌ସ ବିଶ୍ଵବିଦ୍ୟାଳୟ ତଥ୍ୟ ଅନୁସାରେ ସୋମବାର…
Read More...

ଚୀନକୁ ଆମେରିକାର ଧମକ: କରୋନା ଭୂତାଣୁ ପାଇଁ ଦାୟୀ ହେଲେ ପରିଣାମ ଭୋଗିବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ପୁଣି ଥରେ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ଚୀନ ଯଦି କରୋନା ଭୂତାଣୁ ପାଇଁ ଦାୟୀ, ତେବେ ସେ ଏହାର ପରିଣାଣ ନିଶ୍ଚୟ ଭୋଗିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ…
Read More...