Browsing Tag

USA

ରାମମନ୍ଦିର ଭୂମିପୂଜା ସମୟରେ ଆମେରିକାରେ ହେବ ରାଷ୍ଟ୍ରୀୟ ପ୍ରାର୍ଥନା

ୱାଶିଂଟନ: ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜନ । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା (Online National Anthem) ଆୟୋଜନ…
Read More...

ଚେଙ୍ଗଡୁ ଦୂତାବାସ ବନ୍ଦ କରିବାକୁ ଆମେରିକାକୁ ଚୀନର ନିର୍ଦେଶ

ବେଜିଂ: ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ହଷ୍ଟନ ଏବଂ ଟେକ୍ସାସ ସହରରେ ଥିବା ଚୀନ ଦୂତାବାସ ବନ୍ଦ କରିବାକୁ ଆଦେଶ ଦେବା ପରେ ଚୀନ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିଛି। ଚେଙ୍ଗଡୁ ସହରରେ…
Read More...

ହ୍ୟୁଷ୍ଟନ କନସ୍ୟୁଲେଟ କାର୍ଯାଳୟର ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜାଳିଦେଲା ଚୀନ

ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଅତି ସ୍ପର୍ଶକାତର ହେବାରେ ଲାଗିଛି । ମଙ୍ଗଳବାର ରାତିରେ ହ୍ୟୁଷ୍ଟନସ୍ଥିତ ଚୀନା କନସୁଲେଟରେ ବିପୁଳ ପରିମାଣର ଗୁରୁତ୍ବପୂର୍ଣ ନଥି ପତ୍ର ଜଳାଇ ଦିଆଯାଇଛି । ଏହାର କିଛି ସମୟ ପରେ…
Read More...

ଟ୍ରମ୍ପଙ୍କ ପତ୍ନୀ ମେଲାନିୟାଙ୍କ ମୂର୍ତ୍ତିରେ ଲାଗିଲା ନିଆଁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ମେଲାନିୟା ଟ୍ରମ୍ପଙ୍କ ମୂର୍ତ୍ତିରେ ନିଆଁ ଲଗାଇ ଦେଇଛନ୍ତି ଲୋକେ। ଏହି ଘଟଣାରୁ ଟ୍ରମ୍ପଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ବଢ଼ିଥିବା…
Read More...

ଚୀନକୁ ଆଉ ଏକ ଝଟ୍‌କା; ଆମେରିକା ନିଷେଧ କରିବ ଚାଇନିଜ ଆପ୍‌

ୱାଶିଂଟନ: ଅନ୍ତର୍ଜାତୀୟ ସ୍ତରରେ ଚୀନକୁ ଆଉ ଝଟ୍‌କା ଲାଗିବାକୁ ଯାଉଛି। ଭାରତ ପରେ ଏବେ ଆମେରିକା ନିଜ ଦେଶରେ ଚାଇନିଜ୍‌ ଆପ୍‌ ନିଷେଧ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ଆପ୍‌ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଆପ୍‌…
Read More...

ଚୀନ ସହିତ ସଂଘ​‌ର୍ଷ ବେଳେ ଭାରତ ସାଥୀରେ ରହିବେ ଆମେରିକୀୟ ସୈନ୍ୟ, ସଙ୍କେତ ଦେଲା ହ୍ବାଇଟ୍‌ ହାଉସ

ୱାଶିଂଟନ: ଭାରତ ଏବଂ ଚୀନ ମଧ୍ୟରେ ଭବିଷ୍ୟତରେ ଯଦି କେବେ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସୈନ୍ୟଙ୍କ ସହିତ ରହିବେ ଆମେରିକୀୟ ସୈନ୍ୟ। ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ ପକ୍ଷରୁ ଏଭଳି ସଙ୍କେତ…
Read More...

ଆମେରିକାଠୁ କ୍ଷେପଣାସ୍ତ୍ର, ଲେଜର ଗାଇଡେଡ୍‌ ବୋମା କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦ ମଧ୍ୟରେ ଭାରତ ଆମେରିକାଠାରୁ କ୍ଷେପଣାସ୍ତ୍ର ଏବଂ ଲେଜର ଗାଇଡେଡ୍‌ ବୋମା କିଣିବାକୁ ପ୍ରସ୍ତୁତି ଚଳାଇଛି।   ଏଥିପାଇଁ ଭାରତ ୪୦୦ କୋଟି ଡଲାର ଖର୍ଚ୍ଚ କରିବ। ଏହି ଅର୍ଥରେ ଆମେରିକା…
Read More...

ହଂକଂ ମାମଲାରେ ଆମେରିକାର ହସ୍ତକ୍ଷେପ; ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଣିଲା ବିଧେୟକ

ୱାଶିଂଟନ: ହଂକଂରେ ଚୀନ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ କରିବା ପରେ ଆମେରିକା ଏଥିରେ ହସ୍ତକ୍ଷେପ କରିବା ଆରମ୍ଭ କରିଛି। ଆଇନ ବିରୋଧରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାକୁ ଲାଗୁ କରିଥିବା ଚୀନ ଉପରେ ପ୍ରତିବନ୍ଧକ…
Read More...

ଭାରତରେ ଚାଇନିଜ ଆପ୍‌ ନିଷେଧକୁ ଆମେରିକାର ସ୍ବାଗତ

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍ଲିକେଶନକୁ ଦେଶରେ ନିଷେଧ କରିଛନ୍ତି। ଏହାକୁ ଆମେରିକା  ସ୍ବାଗତ କରିଛି। ସରକାରଙ୍କ ଏଭଳି ପଦକ୍ଷେପ ଦେଶର…
Read More...

ଲଦାଖରେ ଶହୀଦ ଯବାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି; କହିଲା ଆମେ ଭାରତବାସୀଙ୍କ ସାଥୀରେ ଅଛୁ

ୱାଶିଂଟନ: ଲଦାଖର ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହିତ ହୋଇଥିବା ସଂଘର୍ଷରେ ଶହୀଦ ଯବାନମାନଙ୍କ ପ୍ରତି ଆମେରିକା ଶ୍ରଦ୍ଧାଞ୍ଜଳି ଜଣାଇଛି। ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ ଚୀନ୍‌ର ବରିଷ୍ଠ କୂଟନୀତିଜ୍ଞ…
Read More...