Browsing Tag

USA

ଦେଖନ୍ତୁ ଭିଡିଓ: ଉଡ଼ାଣର ଠିକ୍‌ ପୂର୍ବରୁ ରନଓ୍ବେରେ ଫାଟିଗଲା ବିମାନ ଚକ, ବର୍ତ୍ତିଲେ ୧୭୪ ଯାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଉଡ଼ାଣ ପାଇଁ ରନଓ୍ବେରେ ଗଡ଼ୁଥିଲା ବିମାନ। କିଛି ସେକେଣ୍ଡ ମଧ୍ୟରେ ଉଡ଼ାଣ କରିଥାନ୍ତା। ହେଲେ ଏହାର ଠିକ୍ ପୂର୍ବରୁ ରନଓ୍ବେରେ ଫାଟିଗଲା ବିମାନର ଏକାଧିକ ଚକ। ଚକ ଫାଟିବା ପରେ ବିମାନରୁ ହୁଗୁଳି…
Read More...

୨ କୋଟିର ଘର କିଣିଲେ ଟ୍ରକ ଡ୍ରାଇଭର

ସମାଜ ଡିଜିଟାଲ ଡେସ୍କ: ଭାରତରେ ନିଜ ପାଇଁ ଘରଟିଏ ତିଆରି କରିବା ହେଉ କି କିଣିବା ଭାରି କଷ୍ଟକର। ଭଲ ରୋଜଗାର ଥାଇ ବି ଅନେକେ ଘର କିଣିପାରି ନ ଥାନ୍ତି। କିନ୍ତୁ ଜଣେ ଟ୍ରକ ଡ୍ରାଇଭର କିଣିଛନ୍ତି ୨ କୋଟି ମୂଲ୍ୟର ୫…
Read More...

ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା

ସମାଜ ଡିଜିଟାଲ ଡେସ୍କ: ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ସୋମବାର ଦକ୍ଷିଣ ଆଫ୍ରିକା ୩ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହା ସହିତ ଏଡେନ ମର୍କରମଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଚଳିତ ସିଜନରେ ଏକ…
Read More...

୯୩ ବର୍ଷରେ ୫ମ ବିବାହ କଲେ ରୁପର୍ଟ ମର୍ଡୋକ୍‌‌

ସମାଜ ଡିଜିଟାଲ ଡେସ୍କ: ପ୍ରଖ୍ୟାତ ଗଣମାଧ୍ୟମ ବ୍ୟବସାୟୀ ରୁପର୍ଟ ମର୍ଡୋକ୍‌‌ ୯୩ ବର୍ଷରେ ୫ମ ବିବାହ କରିଛନ୍ତି। ଜୁନ ୧ ତାରିଖରେ ୬୭ ବର୍ଷୀୟା ବାନ୍ଧବୀ ଏଲିନା ଜୁକୋଭାଙ୍କୁ କାଲିଫର୍ନିଆର ବେଲ୍‌‌ ଏୟାରସ୍ଥିତ…
Read More...

ଗୁପ୍ତଧନ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଜୁଲାଇ ୧୧ରେ ଦଣ୍ଡାଦେଶ

ସମାଜ ଡିଜିଟାଲ ଡେସ୍କ: ଗୁପ୍ତଧନ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ…
Read More...

ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଟେଲିଭିଜନ ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କଠାରୁ ଚୋରି କରିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୋମବାର ସକାଳେ ଲସ୍‌‌…
Read More...

ପରମାଣୁ ଯୁଦ୍ଧ ହେଲେ… କେବଳ ଏହି ୨ ଦେଶରେ ଜୀବନ ସମ୍ଭବ, ୭୨ ଘଣ୍ଟାରେ ଚାଲିଯିବ ୫୦୦ କୋଟି ଲୋକଙ୍କ ଜୀବନ !

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରୁଷ-ୟୁକ୍ରେନ ଯୁଦ୍ଧଠାରୁ ଆରମ୍ଭ କରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଏବଂ ଇରାନ…
Read More...

ଟି-୨୦ ବିଶ୍ଵକପକୁ ଆତଙ୍କବାଦୀଙ୍କ ଧମକ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି  । ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି। ଏହି ଧମକ…
Read More...

ଆମେରିକାରେ ପୁଲିସ ଗୁଳିରେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ପୁଲିସ ଗୁଳିରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ଗିରଫ ସମୟରେ ପୁଲିସ କର୍ମଚାରୀଙ୍କ ସହିତ ନିଜ ଗାଡ଼ି ଧକ୍କା କରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଏହି ଘଟଣା ଘଟିଛି। ମୃତକଙ୍କ…
Read More...

୪୦୦ବର୍ଷ ପରେ ବିରଳ ସୂର୍ଯ୍ୟପରାଗ: କିଛି ଘଣ୍ଟାରେ ଅନ୍ଧାର ହେବ ଏହି ସବୁ ଦେଶ

ସମାଜ ଡିଜିଟାଲ ଡେସ୍କ: କିଛି ଘଣ୍ଟା ବ୍ୟବଧାନରେ ବିରଳ ସୂର୍ଯ୍ୟପରାଗ। ୪୦୦ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲବ ସଂଯୋଗ। ୫ଘଣ୍ଟା ୨୫ ମିନିଟ ଧରି ଚାଲିବ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଦୃଶ୍ୟ ଆମେରିକା, କାନାଡା ଓ…
Read More...