www.samajalive.in
Friday, December 5, 2025
26.1 C
Bhubaneswar

ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଟେଲିଭିଜନ ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କଠାରୁ ଚୋରି କରିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୋମବାର ସକାଳେ ଲସ୍‌‌ ଆଞ୍ଜେଲ୍‌‌ସରେ ଏହି ଘଟଣା ଘଟିଛି।

୩୭ ବର୍ଷୀୟ ଜନି ୱାକ୍ଟର ଆମେରିକାର ଲୋକପ୍ରିୟ ଧାରାବାହିକ ‘ଜେନେରାଲ ହସ୍ପିଟାଲ’ରେ ବ୍ରାଣ୍ଡୋ କର୍‌‌ବିନ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ପାଇଁ ଏହି ଧାରାବାହିକ ବେଶ୍‌‌ ଲୋକପ୍ରିୟ ହୋଇପାରିଛି। ଏବେ ତାଙ୍କ ହତ୍ୟା ପରେ ପରିବାର ଲୋକେ ଏବଂ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

- Advertisement -

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସକାଳ ସମୟରେ ଜନି ତାଙ୍କ କାର୍‌‌ ନିକଟରେ ଛିଡ଼ା ହୋଇଥିବାବେଳେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କଠାରୁ କାର୍‌‌ର କ୍ୟାଟାଲିଟିକ୍‌‌ କନ୍‌‌ଭର୍ଟର ଚୋରି କରିବାକୁ ଉଦ୍ୟମ କରିଥିଲେ। ଏପରି କି ଚୋରି ସମୟରେ ଜନି ସେମାନଙ୍କୁ କୌଣସି ପ୍ରକାର ବାଧା ଦେଇ ନ ଥିଲେ ବି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories