Browsing Tag

thakurmunda news odia news odisha news

୮ ହଜାର ମହୁଲପୋଚ ସହିତ ୮୦ଲିଟର ଦେଶୀ ମଦ ଜବତ

ଠାକୁରମୁଣ୍ଡା: କରଞ୍ଜିଆ ପୁଲିସର ବଡ଼ ଧରଣର ଚଡାଉ। ୮ହଜାର କିଲୋ ମହୁଲପୋଚ ସହିତ ୮୦ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଜୋରାସାହି ଗ୍ରାମ…
Read More...

ଠାକୁରମୁଣ୍ଡା ପୁଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପୁଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଠାକୁରମୁଣ୍ଡା ବଜାର, କେନ୍ଦୁଜିଆଣୀ…
Read More...

ଶିମିଳିପାଳ ଅଭୟାରଣ୍ୟରୁ ସମ୍ବର ମାଂସ ଜବତ : ୯ ଶିକାରୀ ଗିରଫ

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଗତ ରାତିରେ ୪୦ ଜଣ ବନ୍ଧୁକଧାରୀ ଶିକାରୀ ପ୍ରବେଶ କରିଥିବା ବେଳେ ବନ ବିଭାଗ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ୯ ଟି ଦେଶୀ ବନ୍ଧୁକ ସହ ୩୦ କିଗ୍ରା ସମ୍ବର ମାଂସ…
Read More...

କାର୍ଯ୍ୟ କରି ବିଲ ନପାଇବାରୁ ମହିଳାଙ୍କର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଠାକୁରମୁଣ୍ଡା: କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପା୍ଝର ପଞ୍ଚାୟତ ଚମ୍ପା୍ଝର ଠାରେ ସ୍ଥାନୀୟ ଅଧିବାସୀ ଏବଂ ଏସଏଚଜି ମହିଳା ମାନଙ୍କ ଉଦ୍ୟମରେ ବ୍ଲକ ସହାୟତାରେ ଏକ ଶିବ ମନ୍ଦିର ନିର୍ମାଣ…
Read More...

ଠାକୁରମୁଣ୍ଡାରେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ନିମନ୍ତେ ଦାବିପତ୍ର ପ୍ରଦାନ 

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକର ଠାକୁରମୁଣ୍ଡା ବଜାର ଠାରେ ସ୍ଥାୟୀ ବସଷ୍ଟାଣ୍ଡ ଓ ଶୌଚାଳୟ ନର୍ମାଣ କରାଯିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି…
Read More...

ଶିମିଳିପାଳରୁ ପୁଣି ହାତୀର ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଡିଭିଜନର ନେସନାଲା ପାର୍କ ରେଞ୍ଜ କବାଟଘାଇ ବିଟ୍ ଅଞ୍ଚଳରେ ଗୋଟିଏ ମାଈ ହାତୀର ମୃତଦେହ ଠାବ କରାଯାଇଛି। ଶନିବାର ମୃତଦେହ ମିଳିବା ପରେ ରବିବାର ବ୍ୟବଚ୍ଛେଦ କରାଯାଇଛି।…
Read More...

ପର୍ଯ୍ୟଟନ ଋତୁ ଆରମ୍ଭ ; ଭୀମକୁଣ୍ଡ ଅବ୍ୟବସ୍ଥା ପାଇଁ ପର୍ଯ୍ୟଟକ ଅସନ୍ତୋଷ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର । ପାଣ୍ଡବ ମାନେ ଦ୍ବାପର ଯୁଗରେ ଅଜ୍ଞାତ ବାସରେ ଥିବା ବେଳେ ଏହିଠାରେ ସ୍ନାନ କରିବା ସହିତ ତୃଷ୍ଣା ମେଣ୍ଟାଇ ଥିଲେ। ତେଣୁ ଏହାର ନାମକରଣ…
Read More...

ଠାକୁରମୁଣ୍ଡା ; ସାପ୍ତାହିକ ହାଟରେ ବେଆଇନ କୁକୁଡ଼ା ଲଢେଇକୁ ଜୁଆଖେଳ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ୧୮ଟି ପଞ୍ଚାୟତର ବିଭିନ୍ନ ହାଟ, ଫୁଟବଲ ଖେଳ, ଯାନିଯାତ୍ରା ଜନଗହଳି ସ୍ଥାନ ଗୁଡିକରେ ବେଆଇନ ଭାବରେ କୁକୁଡା ଲଢେଇ ଓ ଜୁଆଖେଳ ବେଧଡକ ଚାଲୁଥିବାରୁ ଅସନ୍ତୋଷ ଦିନକୁ ଦିନ…
Read More...

୨୧ଲିଟର ବିଦେଶୀ ମଦ ଜବତ ,ବ୍ୟବସାୟୀ ଗିରଫ

ଠାକୁରମୁଣ୍ଡା:ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡିଆବେଡା ଗ୍ରାମରେ ଥିବା ଏକ ଭେରାଇଟି ଷ୍ଟୋର ଉପରେ ଗୁରବାର ଦିନ ଠାକୁରମୁଣ୍ଡା ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଦୋକାନରେ ରଖି…
Read More...

ଅଜଣା ଗାଡି ଧକ୍କାରେ ବଳଦ ବେପାରୀ ସହ ବଳଦ ମୃତ

ଠାକୁରମୁଣ୍ଡା : ଅଜଣା ଗାଡି ଧକ୍କାରେ ଗୋଟିଏ ବଳଦ ସହିତ ଜଣେ ବଳଦ ବେପାରୀର ମୃତ୍ୟୁ ହୋଇଥିବା ବେଳେ ଆଉ ଏକ ବଳଦ ଗୁରୁତର ଆହତ ହୋଇଛି। କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର କରଞ୍ଜିଆ - ଠାକୁରମୁଣ୍ଡା…
Read More...