nua o banner
Browsing Tag

thakurmunda news odia news odisha news

୨୧ଲିଟର ବିଦେଶୀ ମଦ ଜବତ ,ବ୍ୟବସାୟୀ ଗିରଫ

ଠାକୁରମୁଣ୍ଡା:ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡିଆବେଡା ଗ୍ରାମରେ ଥିବା ଏକ ଭେରାଇଟି ଷ୍ଟୋର ଉପରେ ଗୁରବାର ଦିନ ଠାକୁରମୁଣ୍ଡା ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଦୋକାନରେ ରଖି…
Read More...

ଅଜଣା ଗାଡି ଧକ୍କାରେ ବଳଦ ବେପାରୀ ସହ ବଳଦ ମୃତ

ଠାକୁରମୁଣ୍ଡା : ଅଜଣା ଗାଡି ଧକ୍କାରେ ଗୋଟିଏ ବଳଦ ସହିତ ଜଣେ ବଳଦ ବେପାରୀର ମୃତ୍ୟୁ ହୋଇଥିବା ବେଳେ ଆଉ ଏକ ବଳଦ ଗୁରୁତର ଆହତ ହୋଇଛି। କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର କରଞ୍ଜିଆ - ଠାକୁରମୁଣ୍ଡା…
Read More...

ପୁଣି ଶିମିଳିପାଳ ପାଦଦେଶ ଜଙ୍ଗଲରୁ ୭ଟି ଦେଶୀ ବନ୍ଧୁକ ଜବତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଶିମିଳିପାଳ ପାଦଦେଶ ଭେଜିଡିହା ଜଙ୍ଗଲ ଅଞ୍ଚଳରୁ ଶିକାରୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୭ଟି ଦେଶୀ ବନ୍ଧୁକକୁ ଆଜି ସକାଳୁ ସ୍ଥାନୀୟ ସରପଞ୍ଚ,…
Read More...

ପୋଖରୀରେ ବୁଡି ଯାଇ ଚାଷୀ ମୃତ

ଠାକୁରମୁଣ୍ଡା :  ଆଜି ସକାଳେ ୧୦ଟା ବେଳେ ପୋଖରୀରେ ବୁଡିଯାଇ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେତଝରି ଗ୍ରାମର ଫାଗୁ ମାଝୀ(୬୫) ବୋଲି ଜଣା ପଡ଼ିଛି।…
Read More...

ଭାଲୁ ଆକ୍ରମଣରେ ଦୁଇ ଗୁରୁତର

ଠାକୁରମୁଣ୍ଡା: ଭାଲୁ ଆକ୍ରମଣରେ ଦୁଇ ଗୁରୁତର । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜର ବାରପୌଟିଆ…
Read More...