www.samajalive.in
Saturday, December 6, 2025
14.1 C
Bhubaneswar

ଅଜଣା ଗାଡି ଧକ୍କାରେ ବଳଦ ବେପାରୀ ସହ ବଳଦ ମୃତ

ଠାକୁରମୁଣ୍ଡା : ଅଜଣା ଗାଡି ଧକ୍କାରେ ଗୋଟିଏ ବଳଦ ସହିତ ଜଣେ ବଳଦ ବେପାରୀର ମୃତ୍ୟୁ ହୋଇଥିବା ବେଳେ ଆଉ ଏକ ବଳଦ ଗୁରୁତର ଆହତ ହୋଇଛି। କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର କରଞ୍ଜିଆ – ଠାକୁରମୁଣ୍ଡା ରାସ୍ତା ମଣ୍ଡୁଆ ନିକଟରେ ଘଟିଛି ଦୁର୍ଘଟଣା। ଆଜି ଭୋର ସମୟରେ କିଛି ବଳଦ ବେପାରୀ ବେଆଇନ ଭାବେ ୫୩ ନମ୍ବର ରାଜ୍ୟ ରାଜପଥରେ ବଳଦ ଚାଲାଣ କରୁଥିବା ବେଳେ ମଣ୍ଡୁଆ ନିକଟରେ ଅଜଣା ଗାଡି ଧକ୍କାରେ ଗୋଟିଏ ବଳଦ ସହିତ ଜଣେ ବଳଦ ବେପାରୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ କରଞ୍ଜିଆ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚାପା ଉତେଜନା ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ବଳଦ ବେପାରୀଙ୍କ ପରିଚୟ ମିଳି ପାରିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories