www.samajalive.in
Sunday, December 7, 2025
16.1 C
Bhubaneswar

ଶିମିଳିପାଳ ଅଭୟାରଣ୍ୟରୁ ସମ୍ବର ମାଂସ ଜବତ : ୯ ଶିକାରୀ ଗିରଫ

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଗତ ରାତିରେ ୪୦ ଜଣ ବନ୍ଧୁକଧାରୀ ଶିକାରୀ ପ୍ରବେଶ କରିଥିବା ବେଳେ ବନ ବିଭାଗ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ୯ ଟି ଦେଶୀ ବନ୍ଧୁକ ସହ ୩୦ କିଗ୍ରା ସମ୍ବର ମାଂସ ସେମାନଙ୍କ ପାଖରୁ ଜବତ କରାଯାଇଛି। ଅନ୍ୟମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ୪୦ ଜଣ ଶିକାରୀ ଉଦଳା ଥାନା କୁଣ୍ଡାବାଇ ଗ୍ରାମପଞ୍ଚାୟତ ତାଳଡିହା, ପାଟଶାଣିପୁର ଗ୍ରାମପଞ୍ଚାୟତର ଖଲିଡିହି ଗ୍ରାମ ଏବଂ ନିକଟବର୍ତ୍ତି ଗ୍ରାମରୁ ଜେନାବିଲ ବନାଞ୍ଚଳରେ ପ୍ରବେଶ କରିଥିବା ବେଳେ ଏସଟିଏଫପି, ପୋଡାଡିହା ଓ ଦୁକୁରା ବନାଞ୍ଚଳ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଖସି ଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତରଫରୁ ତନାଘନା ଚାଲିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories