Browsing Tag

terror attack

ଶ୍ରୀନଗର: ଦିନ ଦ୍ୱିପ୍ରହରରେ ୨ ପୁଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ବାରଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୨ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦ ହୋଇଥିବା ଦୁଇ ପୁଲିସ କର୍ମଚାରୀ ହେଉଛନ୍ତି…
Read More...

ସେନାର ରୋଡ୍‌ ଓପନିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ୪ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲାର ସମସ୍ତିପୋରା ଅଞ୍ଚଳରେ ସେନାର ରୋଡ୍‌ ଓପନିଂ ପାର୍ଟିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏହି ଆକ୍ରମଣ…
Read More...

ଆଫଗାନିସ୍ତାନରେ ଦୁଇ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ହାଇକୋର୍ଟର ଦୁଇ ମହିଳା ବିଚାରପତିଙ୍କୁ ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଏକ କାର୍‌ ଉପରେ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ସେହି ଦୁଇ ମହିଳା ବିଚାରପତି…
Read More...

ବସ୍‌ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବିସ୍ଫୋରଣ, ୮ ଆହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ଅବନ୍ତୀପୋରା ଅନ୍ତର୍ଗତ ତ୍ରାଲ ବସଷ୍ଟାଣ୍ଡରେ ଶନିବାର ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି। ଯବାନମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବା ବେଳେ ତାହା ଲକ୍ଷଚ୍ୟୁତ…
Read More...

ସିଆରପିଏଫ ଟିମ୍‌ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ ବିଜାବିହାଡ଼ା ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍‌ ମାଡ଼ କରିବାରୁ ଜଣେ ଯବାନ…
Read More...

ଆତଙ୍କୀ ଆକ୍ରମଣ​‌ରେ ଆହତ ବିଜେପି ନେତାଙ୍କ ମୃତ୍ୟୁ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବଡ଼ଗାମ ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ସେନା ପକ୍ଷରୁ ବାରମ୍ବାର ଘାଟିରେ…
Read More...

ଜାମ୍ମୁରେ ପୁଣି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। କାଶ୍ମୀର…
Read More...

ପାକିସ୍ତାନରେ କ୍ରିକେଟ ମ୍ୟାଚ ବେଳେ ଆତଙ୍କବାଦୀଙ୍କ ଗୁଳିବର୍ଷା; ଜୀବନ ବିକଳରେ ଦୌଡ଼ିଲେ ଖେଳାଳି, ଦର୍ଶକ

ଇସଲାମାବାଦ: ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୁରକ୍ଷିତ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବାରମ୍ବାର ଦାବି କରୁଛି। ଏହାପରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି କେତେକ ଟିମ୍‌…
Read More...

ସିଆରପିଏଫ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ; ଯବାନ ସହିଦ, ଜଣେ ନାଗରିକଙ୍କ ମୃତ୍ୟୁ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବାରାମୁଲା ଜିଲା ଅନ୍ତର୍ଗତ ସୋପୋରରେ ସିଆରପିଏଫ ଟିମ୍‌ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ୩ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା…
Read More...

ମୁମ୍ବଇର ତାଜ୍‌ ହୋଟେଲ ଉଡ଼ାଇଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବଇ: ପୁଣି ଥରେ ଆତଙ୍କବାଦୀଙ୍କ ଟାର୍ଗେଟରେ ମୁମ୍ବଇର ତାଜ୍‌ ହୋଟେଲ। ଏହି ହୋଟେଲକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଛନ୍ତି ଆତଙ୍କବାଦୀ। ୨୦୦୮ ନଭେମ୍ବର ମୁମ୍ବଇ ଆକ୍ରମଣରେ ଏହି ହୋଟେଲକୁ ଟାର୍ଗେଟ କରି…
Read More...