Browsing Tag

State News

ଶାଶ୍ଵତ ମିଶ୍ର ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ, ରାଜପୁତ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ୧୯୯୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଧିକାରୀ ଶାଶ୍ଵତ ମିଶ୍ରଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ମିଶ୍ରଙ୍କୁ ଅର୍ଥ ବିଭାଗ ଏବଂ ଶକ୍ତି ବିଭାଗ…
Read More...

ସରିଲା ସର୍ବଦଳୀୟ ବୈଠକ; ବିଧାନସଭା କାର୍ଯ୍ୟରେ ସହଯୋଗ ପାଇଁ ବିରୋଧୀଙ୍କ ପ୍ରତିଶ୍ରୁତି, ଆସିଲାନି କଂଗ୍ରେସ

ଭୁବନେଶ୍ଵର: ଆସନ୍ତା କାଲି(ଜୁଲାଇ ୨୨-ସୋମବାର)ଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭା ଅଧିବେଶନ। ଏହା ପୂର୍ବରୁ ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ଗୃହ କାର୍ଯ୍ୟ…
Read More...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ପ୍ରେମିକ ଗିରଫ

ଗୁରୁଡିଝାଟିଆ: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବିନୟ ଜେନା ଏବଂ ତାଙ୍କ ଘର ତିଗିରିଆ ଥାନା…
Read More...

ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ, ମରାମତି ଜରୁରୀ କହିଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ଭିତର ରତ୍ନଭଣ୍ଡାର ଅନୁଧ୍ୟାନ କରିଛନ୍ତି ୧୧ ଜଣିଆ ଟିମ। ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ରତ୍ନଭଣ୍ଡାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟିମର ଅନୁଧ୍ୟାନ ଜାରି ରହିଥିବା ବେଳେ…
Read More...

ସରକାରୀ ଜାଗାରେ ନିର୍ମିତ କୋଠା ଭାଙ୍ଗିବେ ସରକାର

ସମାଜ ଡିଜିଟାଲ ଡେସ୍କ: ସରକାରୀ ଜାଗାକୁ ଜବରଦଖଲ କରି ନିର୍ମିତ କୋଠାଗୁଡ଼ିକୁ ସରକାର ଭାଙ୍ଗିଦେବେ। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ସମସ୍ତ କୋଠାକୁ ଭଙ୍ଗାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।…
Read More...

ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣ ପ୍ରସଙ୍ଗ: ବିଜେଡି କହିଲା ସରକାରଙ୍କ ନୀରବତା ସନ୍ଦେହଜନକ, ରାଜଭବନ…

ସମାଜ ଡିଜିଟାଲ ଡେସ୍କ: ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୁରୀରେ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ ସହଯୋଗୀ…
Read More...

ପହଣ୍ଡି ଅଘଟଣ: ଉଦବେଗ ପ୍ରକାଶ କଲେ ଗଜପତି

ସମାଜ ଡିଜିଟାଲ ଡେସ୍କ: ପହଣ୍ଡି ସମୟରେ ଶ୍ରୀବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ​‌ ଦେବ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେ​‌ଷ ହେବା ପରେ ଗଜପତି…
Read More...

ପାହାଡ ଉପରୁ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଆମ୍ଭାବାଡ଼ି ପାହାଡ ଉପରୁ ଜଣେ ଭିନ୍ନକ୍ଷମ ଯୁବତୀ ରୀନା ଜେନାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଯୁବତୀଙ୍କୁ କେହି ହତ୍ୟା କରି ପାହାଡ ଉପରେ ପିଙ୍ଗି ଦେଇଥିବା ପୁଲିସ…
Read More...

ଭୁତାପଡ଼ାରେ ଝାଡ଼ାବାନ୍ତି ମୁକ୍ତ ସଚେତନତା ପକ୍ଷ

ସମ୍ବଲପୁର: ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୁତାପଡ଼ାଠାରେ ଝାଡ଼ାବାନ୍ତି ମୁକ୍ତ ସଚେତନତା ପକ୍ଷ ଶନିବାର ଜୁନ ୮ ତାରିଖରେ ପାଳିତ ହୋଇଯାଇଛି। ଏଥିରେ ମହିଳା ଆରୋଗ୍ୟ ସମିତି, ଆଶା କର୍ମୀ ତଥା ଜନସାଧାରଣ ଯୋଗଦାନ…
Read More...

ବିଧାନସଭା ଭୋଟ ହାର: ୨୦୧୯ ତୁଳନାରେ ବିଜେଡିର କମିଛି ୪.୪୯ %, ବିଜେପିର ବଢ଼ିଛି ୭.୫୮ %

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଧାନସଭା କ୍ଷେତ୍ରରେ ବିଜେପିକୁ ୭୮ ଆସନ ମିଳିଥିବାବେଳେ ବିଜେଡି ୫୧ଟି ଆସନ ପାଇଛି। କଂଗ୍ରେସକୁ ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ…
Read More...