Browsing Tag

Road Problem

ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର

ନୂଆଦିଲ୍ଲୀ:  ଦେଶରେ ସଡ଼କ ଓ ଜାତୀୟ ରାଜପଥ ନେଟୱାର୍କ ବଢିବାରେ ଲାଗିଛି। ଅନୁରୂପ ଭାବେ ସଡ଼କ ଦୁର୍ଘଟଣା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି। ସଡ଼କ ଦୁର୍ଘଟଣାରେ ବର୍ଷକୁ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି, ତାହା କରୋନା…
Read More...

ରାସ୍ତା ନିର୍ମାଣ ଦାବି: ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା : କେନ୍ଦୁଝର ଘଟଗାଁ ବ୍ଲକ ତୋରାଣୀ ପୋଖରୀ ଗାଁରେ ରାସ୍ତା ସମସ୍ୟା।  ଦୀର୍ଘ ବର୍ଷ ଧରି ଗାଁ ଲୋକ ଜଙ୍ଗଲ ମଧ୍ୟ ଦେଇ ଧୋବାପିଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଯିବା ଆସିବା କରିଆସୁଥିଲେ । ଗ୍ରାମ ପଞ୍ଚାୟତ, ବ୍ଲକ୍…
Read More...

ପୋଲର ଉଭୟ ପାର୍ଶ୍ଵରେ ଗର୍ତ୍ତ ; ଯାତାୟତ ପ୍ରଭାବିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼଼ ଜିଲ୍ଲା ଅତାବିରା ବସଷ୍ଟାଣ୍ଡ ଛକରୁ ବାବେବିରାକୁ ଯାଇଥିବା ରାସ୍ତାର ସ୍କୁଲ ଛକରୁ ବୁଗବୁଗାକୁ ଯାଇଥିବା ୫ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଦ୍ୱାର ମୁହଁଟି ବିପଦ ସଂକୁଳ ଅବସ୍ଥାରେ…
Read More...

ଲାଗିଲା ସୂଚନା ଫଳକ: ୮ଦିନ ହେଲା ଯାତାୟତ ଠପ୍‌, ଆପ୍ରୋଚ୍‌ ରାସ୍ତା ମରାମତି ପାଇଁ ଦାବୀ

ହରଭଙ୍ଗା : ଲଗାଣ ବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକ  ସାକୁସିଙ୍ଗା ନାଳ ଉପରେ ନିର୍ମାଣ ହୋଇଥିବା ଆପ୍ରୋଚ୍‌ ରାସ୍ତା ବର୍ଷାରେ ଧୋଇ ହୋଇଯାଇଥିଲା।  ଗତ ୨୪ ତାରିଖରେ ସମାଜରେ ଏହି ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ…
Read More...

ରାସ୍ତା ପାଲଟିଛି ମରଣଯନ୍ତା: ସ୍ଥାୟୀ ସମାଧାନ ଦାବି

ଏମ.ରାମପୁର : କଳାହାଣ୍ଡି ଜିଲ୍ଲା ଏମ.ରାମପୁର ସହରର ଦୁଇଟି ସ୍ଥାନରେ ରାସ୍ତା ପାଲଟିଛି ମରଣଯନ୍ତା । ଏମ.ରାମପୁର ସହରର ପୂର୍ତ୍ତ ବିଭାଗ ରାସ୍ତା ପୁୁରୁଣା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ଓ ବ୍ରାହ୍ମଣପଡା ନିକଟରେ ବିରାଟ…
Read More...

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ: ରାସ୍ତାରେ ପ୍ରସବ କଲେ ମହିଳା, ଚାଲିଗଲା ଜୀବନ

ନୟାଗଡ: ସରକାର ଗ୍ରାମାଞ୍ଚଳ​‌ରେ ଉତ୍ତମ ଯୋଗାଯୋଗର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏବେ ବି ଏମିତି କିଛି ଗାଁ ଅଛି ଯେଉଁଠିକି ଯିବାକୁ ଭଲ ରାସ୍ତା ଖଣ୍ଡିଏ ବି…
Read More...

ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ଵର : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ।  ଗାଁରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା…
Read More...

ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କ ଜୀବନ ଗଲା !

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଗୁମୁରୁମାହ ପଞ୍ଚାୟତର ମ୍ଲାଉଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ପାଇଁ ଗର୍ଭବତୀଙ୍କର ଜୀବନ ଚାଲିଯାଇଛି।  ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।…
Read More...

ରାସ୍ତା ପାଲଟିଛି ମରଣଯନ୍ତା; ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାହାପାଇଁ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଯୁବ ପଞ୍ଚାୟତର ନୁଣ୍ଡୁଜ୍ ଗାଁ । ଏହି ଗାଁରେ ପ୍ରାୟ ୧୦୦ ଟି ପରିବାରର ୫ ଶହରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରୁଛନ୍ତି। ସେମାନଙ୍କର ଜୀବିକା ହେଲା ଚାଷ ବେଉସା କରି…
Read More...

ମରଣଯନ୍ତା ପାଲଟିଛି ସିକୋ-ମୟୁରଝାଲିଆ ରାସ୍ତା 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସହିତ ନୟାଗଡ ଜିଲ୍ଲା ରଣପୁର ବ୍ଲକକୁ ସଂଯୋଗ କରୁଥିବା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନସ୍ଥ ସିକୋ-ମୟୁରଝାଲିଆ ରାସ୍ତା ପାଲଟିଛି ମରଣଯନ୍ତା । ପୂର୍ବରୁ ଏହି ରାସ୍ତାରେ…
Read More...