Browsing Tag

lokasabha election

ଓଡ଼ିଶାରେ ପ୍ରଚାର କରିବାକୁ ଆସିପାରନ୍ତି ରାହୁଲ, ପ୍ରିୟଙ୍କା ଓ ଖଡଗେ

ଭୁବନେଶ୍ୱର: ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବ କଂଗ୍ରେସ। ଏଥିରେ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି। ପ୍ରଚାର ପାଇଁ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ,…
Read More...

ଦିଲ୍ଲୀରେ ବିଜେପିକୁ ଚକମା ଦେବ କି ଆପ୍‌‌-କଂଗ୍ରେସ ମେଣ୍ଟ: ଜାଣନ୍ତୁ କଣ କହୁଛି ସର୍ଭେ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି। ଲୋକସଭା ନିର୍ବାଚନରେ ଦିଲ୍ଲୀ ଆସନ ସବୁଠୁ ଗୁରୁତ୍ୱ ବହନ…
Read More...

ଆଠଗଡ଼ରେ ବିଜେପିର ବୁଥ ବିଜୟ ଅଭିଯାନ

ଆଠଗଡ଼: ସାଧାରଣ ନିର୍ବାଚନ ପାଇଁ ଆଠଗଡ଼ ବିଜେପି ପକ୍ଷରୁ ସୋମବାର ସ୍ଥାନୀୟ ମହାବୀର ପ୍ଲାଜାଠାରେ ବୁଥ ବିଜୟ ଅଭିଯାନ ଲାଗି ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ସାଂଗଠନିକ ବୈଠକରେ ବୁଥସ୍ତରୀୟ…
Read More...

ବିଜେପି ନେତାଙ୍କ ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ନେଇ ସୋମବାର ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ବିଜେପି ନେତାମାନେ ପୁଲିସ ଓ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ପ୍ରଚାରରେ…
Read More...

ବିଜେଡି ନିର୍ବାଚନ ଇସ୍ତାହାର କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ ବସିଛି। ଚଳିତ ନିର୍ବାଚନରେ ଦଳର ନିର୍ବାଚନୀ ଇସ୍ତାହାର ରୂପରେଖ କିପରି ରହିବ ସେନେଇ ଆଲୋଚନା ହେଉଥିବା ସୂଚନା ମିଳିଛି। ୩୮ ଜଣିଆ…
Read More...

ଆଜି ୨୦ଟି ଆସନରେ ବିଜେପି କରିପାରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଜି ୨୦ରୁ ୨୨ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ଏନେଇ ସୂଚନା ଦେଇଛନ୍ତି। ରାଉରକେଲା ଏବଂ ସୁନ୍ଦରଗଡ…
Read More...

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ

ନୂଆଦିଲ୍ଲୀ:  ଆଜି ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନ ସହ ମଣିପୁର ବାହାର ଲୋକସଭା…
Read More...

ନବୀନ ନିବାସରେ କୋରାପୁଟ ଆସନ ସମୀକ୍ଷା

ଭୁବନେଶ୍ୱର: ନବୀନ ନିବାସରେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ବୈଠକ ବସିଛି। ଏଥିରେ କୋରାପୁଟ ପର୍ଯ୍ୟବେକ୍ଷକ ଦିବ୍ୟଶଙ୍କର ମିଶ୍ର, ରାୟଗଡା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଜଗନ୍ନାଥ…
Read More...

ଦିଲ୍ଲୀର ୫ ସାଂସଦଙ୍କ ଟିକେଟ କାଟିବ ବିଜେପି; ପ୍ରାର୍ଥୀ ହେବେ ନୂଆ ଚେହେରା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ୫ସାଂସଦଙ୍କ ଟିକେଟ କାଟିବାକୁ ଯୋଜନା ପ୍ରସ୍ତୁତ କରିଛି। ସୂଚନା ମୁତାବକ ବିଜେପି କେନ୍ଦ୍ରୀୟ ନିର୍ବାଚନୀ ବୈଠକରେ ଏନେଇ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଇଛି।…
Read More...

ଓଡ଼ିଶାରେ ମେଣ୍ଟ ହେବନାହିଁ- ମନମୋହନ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବନାହିଁ, ବିଜେପି ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି। ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମରେ…
Read More...