bjd  ek lkhya koti banner

ବିଜେପି ନେତାଙ୍କ ବିରୋଧରେ ଫେରାଦ ହେଲା ବିଜେଡି

ଛୋଟପିଲାଙ୍କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରାଯାଉଥିବା ଅଭିଯୋଗ

mission shakti banner

ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ନେଇ ସୋମବାର ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ବିଜେପି ନେତାମାନେ ପୁଲିସ ଓ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ପ୍ରଚାରରେ ଛୋଟପିଲାଙ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛି ବିଜେଡି। ବିଜେପି ନେତାମାନେ ଖୋଲାଖୋଲି ଆଚରଣବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜୁ ଜନତା ଦଳ।

Comments are closed.