www.samajalive.in
Saturday, December 6, 2025
14.1 C
Bhubaneswar

ଏପ୍ରିଲ ମାସରେ କେଉଁ ରାଶି ହେବେ ମାଲାମାଲ୍ , ଏମାନଙ୍କର ରହିଛି ବିବାହ ଯୋଗ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପ୍ରିଲ ମାସର ଏହି ସପ୍ତାହରେ ଚାରିଟି ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର। ଏହି ରାଶି ମାନଙ୍କୁ ଧନ ଲାଭ ହେବା ସହ ସୁଖ-ସମୃଦ୍ଧି ପ୍ରାପ୍ତି ହେବାର ଯୋଗ ରହିଛି।

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ଧନ ଲାଭର ମଧ୍ୟ ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଖାଦ୍ୟ ଜିନିଷ ଦାନ କରନ୍ତୁ।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

- Advertisement -

ସିଂହ – ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ସନ୍ତାନଙ୍କର ଉନ୍ନତି ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରଭୁ ଶିବ ଶଙ୍କରଙ୍କୁ ଜଳ ଅର୍ପଣ କରନ୍ତୁ।

ତୁଳା – ଯୁବକ ଅଥବା ଯୁବତୀଙ୍କ ବିବାହ ଯୋଗ ରହିଛି। ବିବାହ ହେବାର ଅଧିକ ସମ୍ଭାବନା ରହିଛି। ଧନ ଜନିତ ସମସ୍ୟା ଦୂର ହେବ। ପରିବାର ସମସ୍ୟା ମଧ୍ୟ ଦୂର ହେବ। ଫଳ ଦାନ କରନ୍ତୁ।

ଅଫିସରେ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି କି ? ଜାଣନ୍ତୁ କ’ଣ କରିବେ..

କୁମ୍ଭ- ଯାତ୍ରା କରିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସ୍ଥିତିର ପରିବର୍ତ୍ତନ ହେବ। ହଠାତ୍ ଧନ ପ୍ରାପ୍ତି ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ରହିବ। ନିବେଶ ମାମଲାରେ ଲାଭ ମିଳିବ।

ଏପ୍ରିଲ ମାସର ସପ୍ତାହ ଗୁଡିକରେ କର୍କଟ, କନ୍ୟା ଓ ମୀନ ରାଶି ଅଧିକ ପରିଶ୍ରମ କରିବେ। ସତର୍କ ସହ କାର୍ଯ୍ୟ କରନ୍ତୁ।
ଏହି ମାସରେ ଏହି ୩ଟି ରାଶିର ଧନ ହାନୀ, ସ୍ୱାସ୍ଥ୍ୟ ଜନିତ ସମସ୍ୟା, ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories