ଅଫିସରେ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି କି ? ଜାଣନ୍ତୁ କ’ଣ କରିବେ..

କାର୍ଯ୍ୟାଳୟରେ ଖରାବେଳର ଭୋଜନ କରିବା ପରେ ଅଧିକାଂଶ ଲୋକଙ୍କୁ ନିଦ ଲାଗି ଥାଏ। ଏହାସହ ଅନେକ ସମୟରେ ଥକ୍କାପଣ ମଧ୍ୟ ଅନୁଭବ ହୋଇଥାଏ। ଖାଇବା ପରେ ନିଦ ଲାଗିଲେ କାମରେ ଆଗ୍ରହ ଆସିନଥାଏ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ଖରାବେଳର ଖାଦ୍ୟ ଖାଇବା ପରେ ନିଦ ଲାଗୁଥିଲେ ଏହି ୫ଟି କାମ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ … Continue reading ଅଫିସରେ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି କି ? ଜାଣନ୍ତୁ କ’ଣ କରିବେ..