www.samajalive.in
Saturday, December 6, 2025
17.1 C
Bhubaneswar

ଦିଲ୍ଲୀର ୫ ସାଂସଦଙ୍କ ଟିକେଟ କାଟିବ ବିଜେପି; ପ୍ରାର୍ଥୀ ହେବେ ନୂଆ ଚେହେରା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ୫ସାଂସଦଙ୍କ ଟିକେଟ କାଟିବାକୁ ଯୋଜନା ପ୍ରସ୍ତୁତ କରିଛି। ସୂଚନା ମୁତାବକ ବିଜେପି କେନ୍ଦ୍ରୀୟ ନିର୍ବାଚନୀ ବୈଠକରେ ଏନେଇ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଇଛି। ଦିଲ୍ଲୀର ମୋଟ ୭ ଲୋକସଭା ଆସନରୁ ସମସ୍ତ ସାଂସଦ ବିଜେପି ସମର୍ଥିତ ରହିଛନ୍ତି। ହେଲେ ଆଗକୁ ନିର୍ବାଚନରେ ୭ଜଣଙ୍କ ମଧ୍ୟରୁ ୫ଜଣଙ୍କ ଟିକେଟ କଟିବାକୁ ଯୋଜନା କରାଯାଇଥିବା ବେଳେ ପୁରୁଣା ୨ଜଣଙ୍କୁ ଦଳ ଟିକେଟ ଦେବ ବୋଲି ଜଣାପଡିଛି। ବାକି ୫ଟି ଯାକ ଆସନରେ ଦଳ ନୂଆ ଚେହେରାଙ୍କୁ ସାମିଲ କରିବାକୁ ଯାଉଛି ବିଜେପି। ସେପଟେ ଲୋକସଭା ନିର୍ବାଚନ ପାଇଁ ଆଶାୟୀଙ୍କ ନାମ ଉପରେ ବିଚାର କରିବାକୁ ବିଜେପି ତରଫରୁ କେନ୍ଦ୍ରୀୟ ନିର୍ବାଚନ ସମିତିର ଦ୍ୱିତୀୟ ବୈଠକ ମାର୍ଚ୍ଚ ୬ ତାରିଖରେ ଅନୁଷ୍ଠିତ ହୋଇପାରେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories