Browsing Tag

Lifestyle

ଜାଣନ୍ତୁ ଗାଲରେ ସୃଷ୍ଟି ଡ଼ିମ୍ପଲର ଅର୍ଥ

ବହୁ ଲୋକ ହସିବା ସମୟରେ ସେମାନଙ୍କ ଗାଲରେ ଏକ ଗାତ ସୃଷ୍ଟି ହୋଇଥାଏ। ଏହାକୁ ଡ଼ିମ୍ପଲ କୁହାଯାଏ। ଏହି ଡ଼ିମ୍ପଲକୁ ଦେଖି ଯୁବକ ଓ ଯୁବତୀମାନଙ୍କ ବିଷୟରେ ବହୁ କିଛି ଜାଣିହୁଏ। ଏହା ସୁନ୍ଦରତାକୁ ଦୁଇ ଗୁଣିତ କରିଦେଇଥାଏ।…
Read More...

ରୁଟିର ଏପରି ବ୍ୟବହାର ଦ୍ବାରା ଜୀବନରେ ଦୂର ହୋଇଥାଏ ଅସୁବିଧା

ଖାଦ୍ୟ, ପୋଷାକ ଓ ରହିବାକୁ ବାସସ୍ଥାନ ପ୍ରତ୍ୟେକ ମନୁଷ୍ୟର ଆବଶ୍ୟକ ପ୍ରଥମ ଦ୍ରବ୍ୟ ଅଟେ। ଖାଦ୍ୟ ମଧ୍ୟରେ ରୁଟିର କିଛି ଏପରି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ୟ୍ୟ ହୋଇଯିବେ। ସେହି…
Read More...

ଦାମ୍ପତ୍ୟ ଜୀବନ ସୁଖମୟ କରିବାର ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଓ ବୃହସ୍ପତି ଦୁର୍ବଳ ହେବା ଦ୍ୱାରା ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ବହୁ ସମୟରେ ଜାଣତରେ ଅଜାଣତରେ ଆମ ଦ୍ୱାରା ଛୋଟ ଛୋଟ ଭୁଲ ହୋଇଯାଇଥାଏ। ଏହାର ପ୍ରଭାବ ଦାମ୍ପତ୍ୟ ଜୀବନ…
Read More...

ଉପଯୁକ୍ତ ଆଇବ୍ରୋ ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଉପଯୁକ୍ତ ଆଇବ୍ରୋର ବିଶେଷତ୍ୱ ଆମେ ସମସ୍ତେ ଜାଣୁ। କାରଣ ଏହା ମୁହଁକୁ ଖୁବ ସୁନ୍ଦର କରିବା ସହ ଆକର୍ଷଣୀୟ କରିଥାଏ। ଏହାକୁ ଉପଯୁକ୍ତ ଆକାରର କଲେ ହିଁ ଏହା ଆମ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଦେଇଥାଏ। ଏହାର ଉପଯୁକ୍ତ…
Read More...

ପ୍ରକୃତିର ଏହି ସଙ୍କେତ ଜୀବନରେ ଆଣେ ଅନେକ ପରିବର୍ତ୍ତନ

ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଆମ ପ୍ରକୃତି ସର୍ବଦା କିଛି ନା କିଛି ସଙ୍କେତ ଦେଇଥାଏ। ସେହି ସଙ୍କେତ ଉଭୟ ଭଲ ଓ ଖରାପ ଦେଇଥାଏ। ପ୍ରକୃତି ଦ୍ବାରା ମିଳୁଥିବା ସଙ୍କେତ ଜାଣିବା ଦ୍ବାରା ଆମେ କିଛି ବିପତ୍ତିରୁ ରକ୍ଷା…
Read More...

ଜାଣନ୍ତୁ ଛିଙ୍କ ଶୁଭ କି ଅଶୁଭ !

ହିନ୍ଦୁ ଧର୍ମରେ ବହୁ ପ୍ରକାରର ଶୁଭ ଓ ଅଶୁଭ ସଙ୍କେତ ରହିଛି। ଏପରି ବହୁ ଲୋକେ ଅଛନ୍ତି ଯେଉଁମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଘରୁ ବାହାରୁ ଗଲେ ଶୁଭ ସମୟ ଦେଖି ଯାଇଥାଆନ୍ତି। ଏହା ଛଡ଼ା ଘରୁ ଯିବା ସମୟରେ…
Read More...

ଜାଣନ୍ତୁ, ଦାନ କରିବା ଦ୍ବାରା କେଉଁ ସମସ୍ୟାରୁ ମିଳେ ମୁକ୍ତି ?

ଦାନ କରିବା ଧର୍ମ ବୋଲି କୁହାଯାଏ । ଏହା ଦ୍ବାରା ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ଦାନ କରିବା ଦ୍ବାରା ଆୟୁଷ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ । ଜୀବନର ଅନ୍ୟ ସମସ୍ୟାରୁ ମୁକ୍ତି…
Read More...

ଜୀବନରେ ବୃହସ୍ପତିଙ୍କ ପ୍ରଭାବ

ଜ୍ୟୋତିଷଶାସ୍ତ୍ରରେ ଗ୍ରହମାନଙ୍କର ବିଶେଷ ମହତ୍ତ୍ବ ରହିଛି। ବୃହସ୍ପତିଙ୍କୁ ଜୀବନରେ ଆସୁଥିବା ସୁଖର କାରଣ କୁହାଯାଇଛି। ଜନ୍ମ ଜାତକରେ ବୃହସ୍ପତିଙ୍କ ସ୍ଥିତି ଖରାପ ଥିଲେ ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରଭାବ ପଡିଥାଏ।…
Read More...

ପାଦ ପାଇଁ ନଡିଆ ତେଲର ବ୍ୟବହାର

ପ୍ରାୟତଃ ଆପଣମାନେ ମୁହଁ ଓ କେଶର ଯତ୍ନ ନେଇଥାଆନ୍ତି। ଏଥିପାଇଁ ପାଦର ଯତ୍ନ ନେବାକୁ ଭୁଲି ଯାଇଥାଆନ୍ତି। ମୁହଁ ଓ କେଶର ଯତ୍ନ ନେବା ଯେତିକି ଜରୁରୀ ପାଦର ଦେଖାଶୁଣା କରିବା ମଧ୍ୟ ଉଚିତ। ପାଦର ସୌନ୍ଦର୍ଯ୍ୟ ବୃଦ୍ଧି…
Read More...

ଲମ୍ବା ଓ ଘନ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର

ସୁସ୍ଥ ଓ ଲମ୍ବା କେଶ ରଖିବା ସମସ୍ତଙ୍କ ପସନ୍ଦ ଅଟେ। କିନ୍ତୁ ପ୍ରଦୂଷଣ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଓ ଖରାପ ଜୀବନ ଶୈଳୀ ଯୋଗୁଁ କେଶ ସମସ୍ୟା ଦେଖା ଦେଇଥାଏ। କେଶର ଠିକ ଭାବେ ଦେଖାଶୁଣା ଓ ଯତ୍ନ ନେବା ଉଚିତ। ସୁସ୍ଥ କେଶ…
Read More...