www.samajalive.in
Friday, December 5, 2025
20.1 C
Bhubaneswar

ପ୍ରକୃତିର ଏହି ସଙ୍କେତ ଜୀବନରେ ଆଣେ ଅନେକ ପରିବର୍ତ୍ତନ

ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଆମ ପ୍ରକୃତି ସର୍ବଦା କିଛି ନା କିଛି ସଙ୍କେତ ଦେଇଥାଏ। ସେହି ସଙ୍କେତ ଉଭୟ ଭଲ ଓ ଖରାପ ଦେଇଥାଏ। ପ୍ରକୃତି ଦ୍ବାରା ମିଳୁଥିବା ସଙ୍କେତ ଜାଣିବା ଦ୍ବାରା ଆମେ କିଛି ବିପତ୍ତିରୁ ରକ୍ଷା ପାଇଥାଉ। ଆସନ୍ତୁ ଏପରି କିଛି ସଙ୍କେତ ବିଷୟରେ ଜାଣିବା ..

ଝିଟିପିଟି : ଗୃହରେ ବେଳେବେଳେ ହଠାତ ବହୁତ ଝିଟିପିଟି ଦେଖିବାକୁ ମିଳିଥାଆନ୍ତି। ଏହା ଅଶୁଭର ସଙ୍କେତ ଦେଇଥାଏ। ଘରର ସଦସ୍ୟଙ୍କ ମଧ୍ୟରେ ହଠାତ କିଛି ସମସ୍ୟା ନେଇ ଚିନ୍ତିତ ରହିବେ ବୋଲି ସଙ୍କେତ ଦେଇଥାଏ। ଏହାସହ ଗୃହରେ ଟଙ୍କାପଇସାର ଅଭାବ ହେବାର ମଧ୍ୟ ସଙ୍କେତ ଦେଇଥାଏ। ନିଜର ଜଣେ କିଏ ଘର ଠାରୁ ଦୂରକୁ ଯିବାର ସଙ୍କେତ ଦେଇଥାଏ।

- Advertisement -

ହଠାତ ନିଦ୍ରା କମ ହେବା : ବେଳେବେଳେ କିଛି ଲୋକଙ୍କୁ ନିଦ କମ ହୋଇଥାଏ। ଏହାସହ ଶୋଇବା ବେଳେ ବାରମ୍ବାର ଟଏଲେଟ ଲାଗିଥାଏ। ଏପରି ହେବା ଅଶୁଭର ଲକ୍ଷଣ ଅଟେ। ଏପରି ହେବା ଦ୍ବାରା ସ୍ବାସ୍ଥ୍ୟ, ପ୍ରତିଷ୍ଠା ଓ ଧନ ହାନିର ସଙ୍କେତ ଅଟେ। ଆଗକୁ ଆସୁଥିବା ଦିନରେ ଧନ ସଙ୍କଟ ହେବାର ମଧ୍ୟ ସମ୍ଭାବନା ରହିଛି।

ଗହଣା ହଜିବା : ବେଳେବେଳେ କିଛି ବ୍ୟକ୍ତିଙ୍କ ଗହଣା ହଜି ଯାଇଥାଏ। ଶାସ୍ତ୍ରରେ ଗହଣା ହଜିଯିବା ଅଶୁଭ ବୋଲି କୁହାଯାଇଛି। ଗହଣା ହଜିଯିବା ଦ୍ବାରା ଧନ, ମାନ-ସମ୍ମାନ ଓ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବାର ସଙ୍କେତ ଦେଇଥାଏ।

ପାଳିତ ପଶୁର ମୃତ୍ୟୁ : ଘରେ ପାଳିଥିବା କୌଣସି ପଶୁର ମୃତ୍ୟୁ ହୋଇଗଲେ ତାହା ଅଶୁଭର ସଙ୍କେତ ହୋଇଥାଏ। ଏପରି ହେବା ଦ୍ବାରା ଘରେ ଦରିଦ୍ରତା ଦେଖା ଯିବାର ସଙ୍କେତ ଦେଇଥାଏ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories