www.samajalive.in
Friday, December 5, 2025
20.1 C
Bhubaneswar

ଉପଯୁକ୍ତ ଆଇବ୍ରୋ ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଉପଯୁକ୍ତ ଆଇବ୍ରୋର ବିଶେଷତ୍ୱ ଆମେ ସମସ୍ତେ ଜାଣୁ। କାରଣ ଏହା ମୁହଁକୁ ଖୁବ ସୁନ୍ଦର କରିବା ସହ ଆକର୍ଷଣୀୟ କରିଥାଏ। ଏହାକୁ ଉପଯୁକ୍ତ ଆକାରର କଲେ ହିଁ ଏହା ଆମ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଦେଇଥାଏ। ଏହାର ଉପଯୁକ୍ତ ଯତ୍ନ କିପରି ନେବେ ସେ ବିଷୟରେ ଜାଣନ୍ତୁ….
ଆପଣଙ୍କୁ ସୁନ୍ଦର ଲୁକ ପାଇବାକୁ ହେଲେ ଆପଣ ସଠିକ ଆଇବ୍ରୋ ପେନସିଲର ବ୍ୟବହାର କରନ୍ତୁ। ଯେଉଁମାନଙ୍କ ଆଇବ୍ରୋ ଅପେକ୍ଷାକୃତ କମ ସେମାନେ ସାମାନ୍ୟ ଅଧିକ ଲଗାନ୍ତୁ। ମାତ୍ର ଯେଉଁମାନଙ୍କର ଘନ ସେମାନେ ହାଲକାରେ ଲଗାଇବା ଉଚିତ।
ଏକ ମାସରେ ଥରେ ନିଶ୍ଚିତ ଥରେ ଆଇବ୍ରୋ କରନ୍ତୁ। ଘରେ ଏହାକୁ ଭୁଲରେ ମଧ୍ୟ ନିଜେ ବ୍ଲେଡ଼ ବ୍ୟବହାର କରି କରନ୍ତୁ ନାହିଁ।
ଯଦି ଆପଣଙ୍କ ଆଇବ୍ରୋ ଆପେକ୍ଷାକୃତ କମ ତେବେ ସପ୍ତାହକୁ ଦୁଇ ରୁ ତିନି ଥର ଆଇବ୍ରୋରେ ନଡ଼ିଆ ତେଲ ବ୍ୟବହାର କରନ୍ତୁ।
ଆଇବ୍ରୋକୁ ସର୍ବଦା ମଧ୍ୟ ଭାଗରୁ ସାମାନ୍ୟ ଉଚ୍ଚା ଓ ଶେଷ ଭାଗରେ ଅଧିକ ପତାଳା କରନ୍ତୁ ନାହିଁ। ଏପରି କଲେ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories