mission shakti banner
Browsing Tag

kesadurapala news odia news odisha news

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖୀ କାମକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ

କେଶଦୁରାପାଳ : ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଜଳସୁଆଁ ଗ୍ରାମର ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଲାଗି ରହିଛି ବିବାଦ। ଏନେଇ ବିଦ୍ୟାଳୟର ମୁଖ୍ୟ ଫାଟକରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁଙ୍କୁ…
Read More...

ଯୁବ କବି ଚତୁର୍ଭୁଜ ଜେନାଙ୍କୁ ସମ୍ବର୍ଦ୍ଧିତ

କେଶଦୁରାପାଳ : ଯୁବ କବି ଚତୁର୍ଭୁଜ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମା' ଅମ୍ବିକା ବିଶ୍ବ କଲ୍ୟାଣ ସାହିତ୍ୟ ସଂସଦ, କୁପାରି, ପକ୍ଷରୁ ବାଲେଶ୍ବରର ୩୧-ତମ ସାମ୍ବତ୍ସରିକ ସମାରୋହରେ ଆନନ୍ଦପୁରର ଯୁବକବି ଚତୁର୍ଭୁଜ…
Read More...

ଯୁବ ସମାଜସେବୀଙ୍କ ପରଲୋକ

କେଶଦୁରାପାଳ : ଗୋହିରା ପଂଚାୟତ ଓସ୍ତାପୁରା ଗ୍ରାମର ଯୁବ ସଂଗଠକ ଭାଗ୍ୟବନ୍ତ ମହାକୁଡ଼ (ନାଲୁ)ଙ୍କ ୩୬ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି। ସେ ଜଣେ ସ୍ନେହୀ ମିଷ୍ଟଭାଷୀ ସମାଜସେବୀ ଭାବରେ ଜଣାଶୁଣା। ତାଙ୍କ ମୃତ୍ୟ…
Read More...

ଠିକାଦାର ଭାଙ୍ଗୁଛନ୍ତି କଂକ୍ରିଟ ରାସ୍ତା, ପୋତୁଛନ୍ତି ମାଟିରେ

କେଶଦୁରାପାଳ : ସରକାର ଘରେ ଘରେ ୨୪ ଘଣ୍ଟା ଜଳଯୋଗଣ କରିବାପାଇଁ ପଦକ୍ଷପ ଗ୍ରହଣ କରିଛନ୍ତି । ଅନେକ ସ୍ଥାନରେ ଜଳଯୋଗାଣ ପାଇଁ ରାସ୍ତା କଡ଼ରେ ଖୋଳାଯାଇ କଳାରଙ୍ଗର ମୋଟା ପାଇପ ପକାଉଛନ୍ତି ହେଲେ ଖୋଲିଥିବା ରାସ୍ତାକୁ ଠିକ୍…
Read More...

ଝାଡ଼େଶ୍ଵର ମନ୍ଦିରରେ ଅନନ୍ତ ବ୍ରତ ପାଳିତ

କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ଘସିପୁରା ସ୍ଥାନୀୟ ଝାଡ଼େଶ୍ଵର ମନ୍ଦିରପରିସରରେ ଅନନ୍ତ ବ୍ରତ ପାଳିତ ହୋଇଯାଇଛି ।ଝାଡେଶ୍ଵର ମନ୍ଦିରର ସ୍ଵାମୀ ପ୍ରଫୁଲ୍ଲାନନ୍ଦ ସରସ୍ଵତୀଙ୍କ ସଂଯୋଜନାରେ  ଆୟୋଜିତ ଏହି ଅନନ୍ତ ବ୍ରତରେ…
Read More...

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ; ପଛେଇ ଚାଲୁଛି ହୁଇଲ ଚେୟାର

କେଶଦୁର।ପାଳ : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ନେଇ ଗତି କରୁଥିବାବେଳେ ଏଠାରେ ଥିବା ହୁଇଲ ଚେୟାର ଆଗକୁ ଯିବା ପରିବର୍ତ୍ତେ ପଛେଇ ପଛେଇ ଚାଲୁଥିବାର ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ…
Read More...

ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୧ ଅସୁସ୍ଥ ; ଡାକ୍ତରଖାନାରେ ଭର୍ତ୍ତି 

କେଶଦୁର।ପାଳ : ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୧ ଜଣ ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ହାଟଡିହି ବ୍ଲକ ଅମୃତପୁର ଗାଁର ଗୋଟିଏ ପରିବାରର ୧୧ ଜଣ ଲୋକ ଗତକାଲି…
Read More...

ପୂର୍ବତନ ସରପଞ୍ଚ , ତାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

କେଶଦୁରାପାଳ : କୂଅ ଭିତରୁ ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ଚୌକିଦାର ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ସେମାନଙ୍କ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ…
Read More...