www.samajalive.in
Saturday, December 6, 2025
26.1 C
Bhubaneswar

ଝାଡ଼େଶ୍ଵର ମନ୍ଦିରରେ ଅନନ୍ତ ବ୍ରତ ପାଳିତ

କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ଘସିପୁରା ସ୍ଥାନୀୟ ଝାଡ଼େଶ୍ଵର ମନ୍ଦିରପରିସରରେ ଅନନ୍ତ ବ୍ରତ ପାଳିତ ହୋଇଯାଇଛି ।ଝାଡେଶ୍ଵର ମନ୍ଦିରର ସ୍ଵାମୀ ପ୍ରଫୁଲ୍ଲାନନ୍ଦ ସରସ୍ଵତୀଙ୍କ ସଂଯୋଜନାରେ  ଆୟୋଜିତ ଏହି ଅନନ୍ତ ବ୍ରତରେ ଅନ୍ତର୍ୟ୍ୟାମୀ ଦାସ୍,ସ୍ୱାମୀ ରାମଚନ୍ଦ୍ର ଧୀର ଭଗବାବା ,ପୂଜକ କୃଷ୍ଣ ଶତପଥୀ, ସୁଜାମ ଚରଣ ପଣ୍ଡା ଯୋଗ ଦେଇଥିବା ବେଳେ ଝାଡେଶ୍ଵରରେ ଭଜନ କିର୍ତ୍ତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମଙ୍କୁ ଲୋକନାଥ ସାହୁଙ୍କ ସହଯୋଗରେ ଝାଡ଼େଶ୍ଵର ମନ୍ଦିରରେ ହରି ନାମ ସଂକୀର୍ତ୍ତନ ଦ୍ଵାରା ଅନନ୍ତ ବ୍ରତ କାର୍ୟ୍ୟକ୍ରମ ରିତିନିତିରେ ସମ୍ପୂର୍ଣ୍ଣ ହୋଇଥିଲା । କମିଟିର ଫଗୁ ସାହୁ , ଟୁକୁନ ସାହୁ , ନିରଞ୍ଜନ ସାହୁ , ବଳରାମ ସେଠୀ, ଜୀବନ ସାହୁ, ଉଦୟନାଥ ପଣ୍ଡା, ମୁନା ପଣ୍ଡା, ,ଅନ୍ତର୍ୟ୍ୟାମୀ ଦାଶ, କାହ୍କୁ ଚରଣ ସାହୁ ଚୈତନ ଚରଣ ସାହୁ, କାଶିନାଥ ମହାରଣା, ନରହରି ସାହୁ, ଅନାମ ଚରଣ ସାହୁ, ବିଶ୍ଵନାଥ ସାହୁ, ଲୋକ ନାଥ ସାହୁ,ହଳଧର ସାହୁ, ଫଗୁ ଦେହୁରୀ, ପ୍ରଶାନ୍ତ ସାହୁ ନନ୍ଦକିଶୋର ସାହୁ, ମଧୁସୂଦନ ସାହୁ ,ସଦାନନ୍ଦ ପଲେଇ,ରଙ୍କନାଥ ମହାରଣା ,ବିଶ୍ଵନାଥ ରାଉତ ରାୟ, ଟୁଟୁ ନାୟକ, ମଧୁସୂଦନ ଖଟୁଆ , ମାମା ସାହୁଙ୍କ ସହିତ ଅନେକ ଗ୍ରାମବାସୀ ଉପସ୍ଥିତ ରହି ଝାଡ଼େଶ୍ଵର ମନ୍ଦିର ଅନନ୍ତ ବ୍ରତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories