Browsing Tag

ganjam news odia news odisha news

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟ ସ୍ଥାପନ

ଗଞ୍ଜାମ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟ ସ୍ଥାପନ ହୋଇଛି। ଜଗନ୍ନାଥ ମନ୍ଦିର ପୂଜକ ରିଣ୍ଟୁ ଶତପଥୀଙ୍କ ଦ୍ୱାରା ପ।ରମ୍ପରିକ ରୀତିନୀତି…
Read More...

ଗଞ୍ଜାମ ନୂତନ ଏସ୍‌ପି ଭାବେ ଶୁଭେନ୍ଦୁ କୁମାର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର: ଗଞ୍ଜାମ ଜିଲାର ନୂତନ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କୁମାର ପାତ୍ର। ୨୦୧୯ ବ୍ୟାଚର ଯୁବ ଆଇପିଏସ ଅଫିସର ଆଜି ଯୋଗ ଦେବା ପରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ…
Read More...

ବ୍ରହ୍ମପୁରରୁ ଚୋରି ହୋଇଥିବା ବସ ଗଞ୍ଜାମରୁ ଉଦ୍ଧାର

ଗଞ୍ଜାମ: ବ୍ରହ୍ମପୁର ସହରରୁ ଚୋରି ହୋଇଥିବା ଘରୋଇ ବସ ଖମ୍ବେଶ୍ବରୀ ମଙ୍ଗଳବାର ଗଞ୍ଜାମରୁ ଉଦ୍ଧାର ହୋଇଥିବା ଜଣାପଡିଛି। କେହି ଦୁର୍ବୃତ୍ତ ଚୋରି କରି ବସଟିକୁ ଏଠାରେ ଛାଡି ଚାଲି ଯାଇଥିବା ଅନୁମାନ କରାଯାଇଛି। ମିଳିଥିବା…
Read More...

ଗାଈଗୋରୁଙ୍କ କବଜାରେ ଗଞ୍ଜାମ ସହର

ଗଞ୍ଜାମ: ଗଞ୍ଜାମ ସହରରେ ସନ୍ଧ୍ୟା ସମୟରେ ମୁଖ୍ୟ ରାସ୍ତାରେ ଗାଈଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ସହରର ବଡ଼ବଜାର ଠାରୁ ଆରମ୍ଭ କରି ସାନବଜାର ପର୍ଯ୍ୟନ୍ତ ଗାଈଗୋରୁ ପଲଙ୍କ ଉପଦ୍ରବ ଲୋକଙ୍କୁ…
Read More...

ସାପ ଦଂଶନରେ ପ୍ରଥମ ଶ୍ରେଣୀ ଛାତ୍ରୀ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଥିବା ସୋମବାର ସାମ୍ନାକୁ ଆସିଛି। ଜଣେ ପ୍ରଥମ ଶେଣ୍ରୀ ଛାତ୍ରୀଙ୍କ ସାପ ଦଂଶନରେ ମୃତ୍ୟୁ ଘଟିଛି। ରାତି ଅଧରେ ଶୋଇଥିବା ଅବସ୍ଥାରେ…
Read More...

ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ; ହୁମ୍ମା -ବଟେଶ୍ଵର ମୁଖ୍ୟରାସ୍ତା ପାର୍ଶ୍ଵରେ ଗର୍ତ୍ତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଠାରୁ ବଟେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପାଦୁକାଇ ମନ୍ଦିର ନିକଟରେ ବୁଲାଣି ରାସ୍ତାରେ ଏକ ଗାତ ଖୋଳା ହୋଇ ପାଞ୍ଚ ଦିନରୁ ଅଧିକ ହେବ ପଡି ରହିଛି । ଯାହାକି…
Read More...

ଗ୍ରାସୀମ କମ୍ପାନୀରେ ପାଇପ ଫାଟି ୫ ଆହତ

ଗଞ୍ଜାମ : ଗଞ୍ଜାମ ନିକଟସ୍ଥ ଗ୍ରାସିମ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି। ପାଇପ କାମ କରୁଥିବା ସମୟରେ ସଲଫୁରିକ ଲାଇନ୍ ପାଇପ ଫାଟି ୫ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ…
Read More...

ଗଞ୍ଜାମ ସହର ମୁଖ୍ୟ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ଉପଦ୍ରଵ

ଗଞ୍ଜାମ : ଗଞ୍ଜାମ ସହରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବୁଲା ଗାଈ ଗୋରୁଙ୍କ ଉପଦ୍ରଵ ଅଧିକ ମାତ୍ରରେ ଦେଖିବାକୁ ମିଳିଛି। ଫଳରେ ସାଧାରଣ ଲୋକ ମାନେ ସନ୍ଧ୍ୟାରେ ଯାତାୟତ ବେଳେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି…
Read More...

କିଛି ଦିନ ପରେ ଦୋଳ ଯାତ୍ରା ; ସହରରେ ପଡ଼ିରହିଛି ଅଳିଆ ଗଦା

ଗଞ୍ଜାମ : ଗଞ୍ଜାମ ସହରରେ ପରିମଳ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି। ଆଗକୁ ଆଉ କିଛିଟା ଦିନ ପରେ ସହରରେ ଐତିହାସିକ ଦୋଳ ପୂର୍ଣ୍ଣମା ଉତ୍ସବ ହେବାକୁ ଥିବା ବେଳେ ଅନେକ ଜାଗାରେ କୁଢ଼ କୁଢ଼…
Read More...

ରାଜ୍ୟ ସ୍ତରୀୟ ଯୁବ ରେଡ଼କ୍ରସ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ପ୍ରଥମ

ଗଞ୍ଜାମ : ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ ମାଧ୍ୟମରେ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି । ଗଞ୍ଜାମ ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗ ସମ୍ମାନ ଛାତ୍ର…
Read More...