Browsing Tag

ganjam news odia news odisha news

ପାରିବାରିକ କଳହର କରୁଣ ପରିଣତି, ଛୁଆକୁ କୂଅରେ ଫିଙ୍ଗି ମାଆର ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: ଗଞ୍ଜାମର ଶେରଗଡ ବ୍ଲକ ଲାଉଗୁଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ମାଆ ନିଜେ କୂଅକୁ ଡେଇଁ ପଡିଛି। ୨ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ମାଆ ଆତ୍ମହତ୍ୟା…
Read More...

ଦିଗପହଣ୍ଡି ବସ୍‌‌ ଦୁର୍ଘଟଣା ; ଚାଳକ ଗିରଫ

ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣା ଘଟଣାରେ ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସ୍‌‌ ଚାଳକକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଚାଳକ ମାନସ ପ୍ରଧାନକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗତକାଲି ମାନସକୁ ପୁଲିସ ଭୁବନେଶ୍ୱରରୁ…
Read More...

ଦିଗପହଣ୍ଡି ଦୁର୍ଘଟଣା ; ପ୍ରଧାନମନ୍ତ୍ରୀଙ୍କ ଶୋକ,ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ : ଗଞ୍ଜାମ ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଦୁର୍ଘଟଣାରେ ୨ ବସ୍‌‌ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣଙ୍କ…
Read More...

ଘନଘନ ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ପ୍ରତିବାଦ

ଗଞ୍ଜାମ : ବର୍ତମାନ ସ୍ଥାନୀୟ ଅଞ୍ଚଳରେ ଘନଘନ ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ପ୍ରତିବାଦ କରି ଗଞ୍ଜାମ ସହର ବିଦ୍ୟୁତ ବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାର ସମାଧାନ ନେଇ ବିଭାଗୀୟ…
Read More...

ଇକୋ ୱାରିୟର ପକ୍ଷରୁ ବିଶ୍ଵ ମହାସାଗର ଦିବସ ପାଳିତ

ଗଞ୍ଜାମ : ୮ ଜୁନ୍ କୁ ବିଶ୍ଵ ମହାସାଗର ଦିବସ ଭାବେ ପାଳନ କରାଯାଏ । ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି…
Read More...

ସମୁଦ୍ରରେ ଭାସିଗଲେ ୫ ସାଙ୍ଗ ; ଜଣଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ : ସମୁଦ୍ରରେ ବୁଡି ଚାଲିଗଲା ଜଣେ ଛାତ୍ରୀଙ୍କ ଜୀବନ। ଛତ୍ରପୁର ଥାନା ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରରେ ଆଜି ଏହି ଅଘଟଣ ଘଟିଛି। ଅନ୍ୟ ଜଣେ ଛାତ୍ରୀ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି। ଛତ୍ରପୁର ଥାନା…
Read More...

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ କଳସ ଯାତ୍ରା 

ଗଞ୍ଜାମ : ଗଞ୍ଜାମ ସହରର ଓଡ଼ିଆ ଢାମଣା ସାହିରେ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ଶୁକ୍ରବାର ଦିନ ସାହିରୁ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଦ୍ୟ…
Read More...

କାଇଁଚପୁର ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାର୍ୟ୍ୟାଳୟରେ ପଞ୍ଚାୟତ ତରଫରୁ ନୂତନ ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଆର. ଚନ୍ଦନା ରେଡି ପଞ୍ଚାୟତର…
Read More...

ସମୁଦ୍ର ମୁହାଁ ଅଲିଭ ରିଡଲେ ଶାବକ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତମାନ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି  । ଏହା ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି…
Read More...

ଜଳିଗଲା ଆଇରନ ବୋଝଇ ଟ୍ରକ

ଗଞ୍ଜାମ : ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ସୋମବାର ଭୋରୁ ଏକ ଆଇରନ ବୋଝଇ ଟ୍ରକରେ ନିଆଁ ଲାଗି ଟ୍ରକଟି ଜଳି ଯାଇଛି। ଖବର ପାଇ ରାଜପଥ ପେଟ୍ରୋଲିଂ ଅଧିକାରୀ ଏବଂ ଗଞ୍ଜାମ ଥାନା ପୁଲିସ ପହଞ୍ଚିଥିଲେ। ଏନେଇ ପୁଲିସ…
Read More...