Browsing Tag

deogarh news odia news odisha news

ବେଆଇନ ମହୁଲ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ;୪ ଗିରଫ

ଦେବଗଡ଼ : ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ପିକଅପ୍  ଭ୍ୟାନକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ…
Read More...

ବେଆଇନ ମହୁଲ ସହ ମିନି ଟ୍ରକ ଜବତ: ୨ ଗିରଫ

ଦେବଗଡ଼ : ଚୋରା ଚାଲାଣ ବେଳେ ଦେବଗଡ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ଟ୍ରକକୁ ଜବତ କରିବା ସହ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲାପାଳ…
Read More...

ଜଙ୍ଗଲରେ ନର କଙ୍କାଳ ଠାବ: ପୁଲିସର ତଦନ୍ତ ଆରମ୍ଭ

ଦେବଗଡ଼ : ଦେବଗଡ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଦେବଗଡ…
Read More...

ଲୁହାପଥର ଗୁଣ୍ଡ ଚୋରାଚାଲାଣ; ପୁଲିସ କନେଷ୍ଟବଳଙ୍କ ସମେତ ୪ଗିରଫ

ଦେବଗଡ଼ : ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ଜବତ କରିଥିବା ଲୁହାପଥର ଚୋରାଚାଲାଣ ବେଳେ ପୁଲିସ କନେଷ୍ଟବଳଙ୍କ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଟ୍ରକ, ଜେସିବି ମେସିନ ଓ ବୋଲେରୋ ଜବତ କରି ଅଧିକ ଖୋଳତାଡ କରୁଛି ବାରକୋଟ…
Read More...

ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଦେବଗଡ : ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଦେବଗଡ ଜିଲା ଓ ଦୌରାଜଜଙ୍କ ଅଦାଲତ ପରିସରରେ ଆଜି ଏକ ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ଜିଲା ଓ ଦୌରାଜଜ ଗୌତମ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
Read More...

ନିମ୍ନ ମାନର ନିର୍ମାଣ କାର୍ଯ୍ୟ ; ମରଣ ଯନ୍ତା ପାଲଟିଛି ନୂଆଡିହୀ-ପୋଡାଡିହୀ ଗ୍ରାମ୍ୟ ଉନ୍ନୟନ ରାସ୍ତା

ଦେବଗଡ : ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ଅଭିଯୋଗ ପରେ ଅଭିଯୋଗ ହେଲା। ‘ସମାଜ’ରେ ସଚିତ୍ର ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ନିର୍ମାଣ କାର୍ଯ୍ୟରେ ସୁଧାର ସହିତ ସଠିକ ମାନର ନିର୍ମାଣ କାର୍ଯ୍ୟ ନିମନ୍ତେ…
Read More...

ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଧାରଣା ଦ୍ୱିତୀୟ ଦିନରେ

ଦେବଗଡ଼ : ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା ସହ ଦରମା ହାର ଲେଭେଲ - ୫ ରୁ ଲେଭେଲ - ୯ ଧାର୍ଯ୍ୟ କରିବା ସମେତ ୨ ଦଫା ଦାବୀରେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ…
Read More...

ମାଦଳିଆ-ଟାଇଁସିରା ଗ୍ରାମ୍ୟ ଉନ୍ନୟନ ରାସ୍ତା ଅବସ୍ଥା ବେହାଲ

ଦେବଗଡ : ନିର୍ମାଣର ୬ ମାସ ପୁରିନାହିଁ। ହେଲେ ବେହାଲ୍ ହୋଇ ପଡିଲାଣି ଦେବଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ନିର୍ମିତ ନବ ନିର୍ମିତ ପିଚୁ ରାସ୍ତା। ଫଳରେ ପାଣିରେ ପଡିବାକୁ ଯାଉଛି ୨୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା। ଏଭଳି…
Read More...

୫ ଲକ୍ଷ ଟଙ୍କାର ରାସ୍ତା ୫ ମାସ ବି ତିଷ୍ଠିଲା ନାହିଁ

ଦେବଗଡ଼ : ୫ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାର ଉନ୍ନତିକରଣ ହେଲା। ହେଲେ ୫ ମାସ ବି ତିଷ୍ଠିଲା ନାହିଁ ରାସ୍ତା। ଏବେ ଉକ୍ତ ରାସ୍ତାର ୨ ଚକିଆ, ଚାରି ଚକିଆ ଚଳାଚଳ କରିବା ଦୂରର କଥା ସାଇକେଲଟିଏ ଚାଲିବା କଷ୍ଟକର ହୋଇପଡୁଛି।…
Read More...

ମନରେଗା ଯୋଜନା : ମେସିନ୍‌‌ ଖୋଳୁଛି ପୋଖରୀ

ଦେବଗଡ଼ : ଗ୍ରାମାଂଚଳର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ କାର୍ଯ୍ୟକାରୀ କରୁଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା। ମାତ୍ର କେତେକ…
Read More...