Browsing Tag

delhi news

କାର-ବାଇକ ଚଳାଇବା ହେବ ମହଙ୍ଗା: ୧୨ବର୍ଷ ପରେ ବୃଦ୍ଧି ହୋଇପାରେ ଦେୟ

ନୂଆଦିଲ୍ଲୀ: ଯଦି ଆପଣ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ଏବଂ ଆପଣଙ୍କର କାର ଓ ବାଇକ ଅଛି ତେବେ ଏହା ଆପଣଙ୍କ ଲାଗି ମହଙ୍ଗା ହୋଇପାରେ । କାରଣ ଦିଲ୍ଲୀରେ କାର ଓ ବାଇକ ଚଳାଇବା ମହଙ୍ଗା ପଡିପାରେ । ଆପଣ ଭାବୁଛନ୍ତି କି…
Read More...

ଦିଲ୍ଲୀରେ ପ୍ରବଳ ବର୍ଷା: ଟର୍ମିନାଲ-୧ ଆଜି ବି ବନ୍ଦ

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ରାଜଧାନୀ ଦିଲ୍ଲୀ ସ୍ଥିତି ବିଗିଡିବାରେ ଲାଗିଛି । ବର୍ଷା ନେଇ ପାଣିପରଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଇନ୍ଦିରାଗାନ୍ଧୀ ବିମାନବନ୍ଦରର ଭୁଶୁଡି ପଡିଥିବା ଟର୍ମିନାଲ-୧…
Read More...

ଭୁଶୁଡିଲା ବିମାନବନ୍ଦର ଛାତ: ଜଣେ ମୃତ, ୮ ଆହତ

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀରେ ସ୍ଥିତି ବିଗିଡିଛି । ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ଅଚାନକ ଭୁଶୁଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଏନେଇ…
Read More...

ଫାଟିଲା ଇନଭର୍ଟର: ଗୋଟିଏ ପରିବାରର ସମସ୍ତ ସଦସ୍ୟ ମୃତ

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗୁଳୁଗୁଳି ଅନୂଭୁତ ହେଉଥିବାବେଳେ କିଛି ସ୍ଥାନରେ ୪୬ଡିଗ୍ରୀ ହୋଇଛି ତାପମାତ୍ରା । ଏଭଳି ପରିସ୍ଥିତିରେ ଏସି ଏବଂ ଫ୍ରିଜ୍‍ ବୋମା ପରି ବିସ୍ଫୋରଣ ହେଉଥିବା ଖବର ଅନେକ ସମୟରେ ସାମ୍ନାକୁ…
Read More...

ନିଆରା ପ୍ରୟାସ: ୧୨ ଲକ୍ଷ ଖର୍ଚ୍ଚ କରି ୧୨୪ ଛେଳିଙ୍କୁ ଦେଲେ ନୂଆ ଜୀବନ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ପଢ଼଼ି ଟିକେ ଅଡୁଆ ଲାଗୁଥିବ। କିନ୍ତୁ ଏପରି ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ନୂଆଦିଲ୍ଲ୍‌‌ୀରେ। ମୁସଲମାନଙ୍କ ପର୍ବ ଇଦ ଅବସରରେ କଂସେଇ ଖାନାରେ କଟାଯିବାକୁ ଥିବା ୧୨୪ ଛେଳିଙ୍କୁ…
Read More...

ପାଣି ପାଇଁ ଡହଳବିକଳ ଦିଲ୍ଲୀବାସୀ, ଟ୍ୟାଙ୍କର ଆସିବା କ୍ଷଣି ଚଢ଼ିଯାଉଛନ୍ତି ଲୋକେ, ପାଇପଲାଇନ ସୁରକ୍ଷା ପାଇଁ ପୁଲିସ…

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି। ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଟ୍ୟାଙ୍କର ଆସିବା କ୍ଷଣି ଗାଡ଼ି ଉପରେ ଚଢ଼ି ଜୋରଜବରଦସ୍ତ ପାଣି ନେଉଛନ୍ତି। ରାଜଧାନୀର…
Read More...

ସୁପ୍ରିମକୋର୍ଟରୁ ଆପ୍‌କୁ ଆଶ୍ଵସ୍ତି; ବଢିଲା କାର୍ଯ୍ୟାଳୟ ଖାଲି କରିବାର ସମୟସୀମା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି(ଆପ୍‌)କୁ ଆଶ୍ଵସ୍ତି ପ୍ରଦାନ ସ୍ଵରୂପ ରାଉଜ୍ ଆଭେନ୍ୟୁସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଖାଲି କରିବାର ସମୟସୀମା ବୃଦ୍ଧି କରିଛନ୍ତି। ଏବେ ଅଗଷ୍ଟ ୧୦ ସୁଦ୍ଧା ଦଳ କାର୍ଯ୍ୟାଳୟ…
Read More...

ନକଲି ଆଧାର କାର୍ଡ ଦେଖାଇ ସଂସଦ ଭବନରେ ପ୍ରବେଶ ଉଦ୍ୟମ, ୩ ଗିରଫ

ନୂଆଦିଲ୍ଲୀ: ନକଲି ଆଧାର କାର୍ଡ ଦେଇ ସଂସଦ ଭବନରେ ପ୍ରବେଶ ଉଦ୍ୟମକୁ ସିଆଇଏସ୍ଏଫ୍ ଯବାନମାନେ ଭଣ୍ଡୁର କରିଦେଇଛନ୍ତି। ତିନିଜଣ ଶ୍ରମିକ ନକଲି ଆଧାର କାର୍ଡ ସହ ସଂସଦ ଭବନରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ, କିନ୍ତୁ…
Read More...

ହ୍ୱାଟ୍ସଆପ୍‌‌ ସ୍କାମ୍‌‌ରେ ଫଶି ୧କୋଟି ହରାଇଲେ; ଏଭଳି ଭୁଲ୍‌‌ ଆପଣ କରନ୍ତୁ ନାହିଁ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ଲୋକପ୍ରିୟତା କାହାକୁ ଅଛପା ନାହିଁ। ହେଲେ ଏହି ମେସେଜିଂ ଆପ୍‌‌ ଚଳାଇବା ଜଣେ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଛି। ଏହି ଆପ୍‌‌ରେ ସାଇବର ଠକେଇର ଶିକାର ହୋଇ ବ୍ୟକ୍ତି ଜଣଙ୍କ ୧କୋଟିରୁ ଅଧିକ…
Read More...

ୟୁପିଏସସି ପାଇଁ ୨୮ ଲକ୍ଷର ଚାକିରି ଛାଡ଼ିଥିଲେ, ଆଜି…

ସମାଜ ଡିଜିଟାଲ ଡେସ୍କ: ବାପା କରଜରେ ବୁଡ଼ିଥିଲେ। ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ଋଣ ବୋଝ ଥିଲା। ତାହାକୁ କିପରି ଶୁଝିବେ ସେନେଇ ଚିନ୍ତିତ ଥିଲେ। ଏହା ଭିତରେ ପୁଅକୁ ମିଳିଲା ବାର୍ଷିକ ୨୮ ଲକ୍ଷ ଟଙ୍କାର ଚାକିରି। ବାପା…
Read More...