www.samajalive.in
Saturday, December 6, 2025
14.1 C
Bhubaneswar

ଫାଟିଲା ଇନଭର୍ଟର: ଗୋଟିଏ ପରିବାରର ସମସ୍ତ ସଦସ୍ୟ ମୃତ

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗୁଳୁଗୁଳି ଅନୂଭୁତ ହେଉଥିବାବେଳେ କିଛି ସ୍ଥାନରେ ୪୬ଡିଗ୍ରୀ ହୋଇଛି ତାପମାତ୍ରା । ଏଭଳି ପରିସ୍ଥିତିରେ ଏସି ଏବଂ ଫ୍ରିଜ୍‍ ବୋମା ପରି ବିସ୍ଫୋରଣ ହେଉଥିବା ଖବର ଅନେକ ସମୟରେ ସାମ୍ନାକୁ ଆସୁଛି । ନିକଟରେ ଦିଲ୍ଲୀରେ ଏଭଳି ଏକ ଖବର ନଜରକୁ ଆସିଛି । ରାଜଧାନୀ ଦିଲ୍ଲୀରେ ଇନଭର୍ଟର ବିସ୍ଫୋରଣ ହେବାରୁ ଅକାଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଇନଭର୍ଟରରେ ନିଆଁ ଲାଗିବା କାରଣରୁ ସମଗ୍ର ପରିବାର ଶେଷ ହୋଇଯାଇଛି । ବିୁଦ୍ୟତ ଚାଳିତ ଏହି ଉପକରଣଟି ଯେତିକି ଉପକାରୀ ସେତିକି ବିପଜ୍ଜନକ ବୋଲି କହିବା ଭୁଲ ହେବ ନାହିଁ । ନିଜ ଘରେ କିମ୍ବା ଅଫିସରେ ଯଦି ଆପଣ ଇନଭର୍ଟର ବ୍ୟବହାର କରୁଛନ୍ତି ତେବେ ସାବଧାନତା ଅବଲମ୍ବନ କରନ୍ତୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories