Browsing Tag

Corona

ପୁଣେ ପଠାଗଲା ବ୍ରିଟେନ ଫେରନ୍ତାଙ୍କ ସ୍ବାବ୍ ନମୁନା; ପରୀକ୍ଷା ପରେ ନୂଆ ଷ୍ଟ୍ରେନ୍ ସମ୍ପର୍କରେ ତଥ୍ୟ ମିଳିବ

ଭୁବନେଶ୍ଵର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ଏହାକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଭୁବନେଶ୍ଵରକୁ ବ୍ରିଟେନରୁ ଜଣେ ବ୍ୟକ୍ତି ଫେରିବା ଏବଂ ସେ କରୋନା ପଜିଟିଭ୍‌…
Read More...

ପୁଣି ରୂପ ବଦଳାଇଲା କରୋନା; ବ୍ରିଟେନରେ ଆଉ ଏକ ନୂଆ ଷ୍ଟ୍ରେନ୍‌ ଠାବ, ପୂର୍ବ ତୁଳନାରେ ଅଧିକ ସଂକ୍ରାମକ

ଲଣ୍ଡନ: ବିଶ୍ଵ​‌ରେ ମହାମାରୀରେ ପରିଣତ ହୋଇଥିବା କରୋନା ଭୂତାଣୁ ବାରମ୍ବାର ଏହାର ରୂପ ବଦଳାଇବାରେ ଲାଗିଛି। ବ୍ରିଟେନରେ ଗତ ସପ୍ତାହରେ ଭୂତାଣୁର ଏକ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବାବେଳେ ଏବେ ଆଉ ଏକ ପ୍ରକାର ନୂଆ…
Read More...

ଆତଙ୍କ ଖେଳାଉଛି କରୋନାର ନୂଆ ରୂପ; ବ୍ରିଟେନରୁ ଆସିଥିବା ୨ ବିମାନରୁ ୮ ଯାତ୍ରୀ ପଜିଟିଭ୍‌

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ଠାବ ହୋଇଛି। ଏହା ପୂର୍ବ ଭୂତାଣୁଠାରୁ ଅଧିକ ଘାତକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି, ଯାହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ…
Read More...

ନୂଆବର୍ଷରୁ କରୋନା ଟିକାକରଣ !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିନାହିଁ। କିନ୍ତୁ କରୋନାର ଖରାପ ସମୟ ଟଳିଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟୀମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି। ତେବେ ବର୍ତ୍ତମାନ ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ…
Read More...

ପୋଷା ଜନ୍ତୁଙ୍କୁ କରୋନା ଟିକା ଆବଶ୍ୟକ କି ? ଜାଣନ୍ତୁ, କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

କେବଳ ମାନବ ସମାଜ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇନାହିଁ, ଜୀବଜନ୍ତୁ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ଦେଶରେ ପୋଷା କୁକୁର, ବିଲେଇ, ଏପରି କି ଚିଡ଼ିଆ ଖାନାରେ ବାଘଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।…
Read More...

ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଏହି ଦେଶ

ଫାଇଜର ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି। ଏହି ଟିକାକୁ ଜରୁରିକାଳୀନ…
Read More...

ତିନି ଦିନରେ ଆଠଗଡରେ କରୋନା ସଂକ୍ରମିତ ଶୂନ୍ୟ

ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ଗତ ତିନି ଦିନ ମଧ୍ୟରେ ୧୭୫ଜଣଙ୍କର ବିଭିନ୍ନ ସ୍ଥାନରେ ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ଜଣେ ହେଲେବି କରୋନା ସଂକ୍ରମିତ ବାହାରିନଥିବା ଜଣାପଡିଛି। ମଙ୍ଗଳବାର ଠାରୁ ଆଜି ମଧ୍ୟରେ…
Read More...

ବିବାହ ଦିନ ଜଣାପଡିଲା କନ୍ୟା କରୋନା ପଜିଟିଭ୍ , ପିପିଇ କିଟ୍ ପିନ୍ଧି ପକାଇଲେ ବରଣମାଳ…ଦେଖନ୍ତୁ ଭିଡିଓ

ରାଜସ୍ଥାନର ବାରାନରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ବିବାହ ଦିନ କନ୍ୟା କରୋନା ପଜିଟିଭ୍ ଥିବା ଜଣାପଡିଲା ପରେ ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି। ରାଜସ୍ଥାନର କେଲୱାରାର ଛତ୍ରଗଞ୍ଜ ଗାଁର ବିବାହ ପାଇଁ…
Read More...

ଆଠଗଡରେ ୨୭୪ଜଣଙ୍କ ଆଣ୍ଟିଜେନ ପରୀକ୍ଷଣ, ୨ ପଜିଟିଭ

ଆଠଗଡ : ଆଠଗଡ ବ୍ଲକର ୩ଟି ସ୍ଥାନରେ ସୋମବାର ହୋଇଥିବା ଆଣ୍ଟିଜେନ ପରୀକ୍ଷଣ ଶିବିରରେ ମୋଟ ୨୭୪ଜଣଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।…
Read More...

ଟିକା ନେଇଥିବା ମନ୍ତ୍ରୀ କରୋନା ପଜିଟିଭ୍‌

କରୋନାମୁକ୍ତ ହେବାକୁ ଟିକା ନେଇଥିଲେ ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌। କିନ୍ତୁ ଟିକା ନେବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଏହି ସୂଚନା ମିଳିଛି। ଖୋଦ୍‌ ଅନିଲ ଭିଜ୍‌ ନିଜେ ଏ ନେଇ…
Read More...